Digital Dialogue: ପ୍ରତ୍ୟେକ ବ୍ଲକରେ ଗୁଣବତ୍ତା ଶିକ୍ଷା ଓ ସ୍ୱାସ୍ଥ୍ୟ ପହଞ୍ଚାଇବ ଆପ୍

By

Published : Sep 10, 2022, 4:37 PM IST

Updated : Feb 3, 2023, 8:27 PM IST

thumbnail

ଭୁବନେଶ୍ବର: ଏବେ ଦିଲ୍ଲୀରେ ସିବିଆଇ (CBI) ଓ ଇଡି ଚଢାଉକୁ ନେଇ ଚର୍ଚ୍ଚାରେ କେଜ୍ରିଓ୍ବାଲ ସରକାର । ତାଙ୍କ ସରକାରର ମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ ବଢି ବଢି ଚାଲିଛି । ଅବକାରୀ ଅନିୟମିତତାକୁ ନେଇ ମୋଦି ସରକାର ଏବେ ଘେରିଛି ଆପ୍ ସରକାରକୁ । ତେବେ ଏହାର ମୁକିବିଲା କେମିତି କରୁଛି ଆପ୍ ? ଆଗକୁ ଗୁଜୁରାଟରେ ଆସୁଛି ନିର୍ବାଚନ । ମୋଦି ସରକାରଙ୍କୁ କଡା ଜବାବ ଦେବା ପାଇଁ କେଜ୍ରିଓ୍ବାଲ ସରକାର ପ୍ରସ୍ତୁତ ହେଉଛି । ଓଡି଼ଶାରେ ଯଦିଓ ଏତେଟା ଦବଦବା ନାହିଁ ତଥାପି ଦଳ ଭଲ ନେତା ଖୋଜୁଛି । ତେବେ ଏଥର ଇଟିଭି ଭାରତ ଡିଜିଟାଲ ଡାଏଲଗରେ ଆପର ରାଜ୍ୟ ମୁଖ୍ୟ ନିଶିକାନ୍ତ ମହାପାତ୍ର ଏଭଳି ଅନେକ ପ୍ରଶ୍ନର ଉତ୍ତର ରଖିଛନ୍ତି । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତ ଓଡିଶା ବ୍ୟୁରୋ ଚିଫ୍ ଲାଲମୋହନ ପଣ୍ଡା ।

Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.