ଧରାଧାମକୁ ଓହ୍ଲାଇ ଆସିଛନ୍ତି ମାଆ, ରସୁଲଗଡରେ କେମିତି ଚାଲିଛି ପୂଜା ଦେଖନ୍ତୁ

By

Published : Oct 3, 2022, 10:54 AM IST

Updated : Feb 3, 2023, 8:28 PM IST

thumbnail

ଭୁବନେଶ୍ବର: ଜଗତ ଜନନୀ ମାଆ ଦୁର୍ଗାଙ୍କ ଆଗମନକୁ ନେଇ ଉତ୍ସବମୁଖର ସାରା ସହର । ଆଜି ମଣ୍ଡପରେ ଚାଲିଛି ମାଆଙ୍କ ମହାଷ୍ଟମୀ ପୂଜା । ଏଥିପାଇଁ ଚଳଚଞ୍ଚଳ ରସୁଲଗଡ ଦୁର୍ଗାପୂଜା ମଣ୍ଡପ । ଏଠାରେ ଏଥର ଅକ୍ଷୟ ଧାମର ସୁସଜ୍ଜିତ ତୋରଣ ଦେଖିବାକୁ ମିଳିଛି । ରସୁଲଗଡରେ କେମିତି ଚାଲିଛି ପୂଜା ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ଦେବସ୍ମିତା ରାଉତ ।

Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.