ଗୁଜୁରାଟରେ ମାନଙ୍କ ରୋଡ ଶୋ ରେ ଶୁଭିଲା ମୋଦି ମୋଦି ନାରା, ଦେଖନ୍ତୁ ଭିଡିଓ

By

Published : Nov 23, 2022, 10:32 PM IST

Updated : Feb 3, 2023, 8:33 PM IST

thumbnail

ଗାନ୍ଧୀନଗର: ଗୁଜୁରାଟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର କରିଛି ଆମ ଆଦମୀ ପାର୍ଟି । ଏହାରି ମଧ୍ୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ 5 ଦିନିଆ ଗୁଜୁରାଟ ଗସ୍ତ କରି ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର ଜାରି ରଖିଛନ୍ତି । ଆଜି ତାପି ଜିଲ୍ଲାର ବ୍ୟାରାରେ ରୋଡ ଶୋ କରିଥିଲେ ମାନ (Bhagwant Maan roadshow in Gujurat)। ହେଲେ ଏହି ସମୟରେ ବିଜେପି ସମର୍ଥକମାନେ ମୋଦି ମୋଦି ନାରା ଦେଇଥିବା ଦେଖିବାକୁ ମିଳିଥିଲା । ଗୁଜୁରାଟର ଲୋକଙ୍କ ମଧ୍ୟରେ ସ୍ବଚ୍ଛାକୃତ ଉତ୍ସାହ ଦେଖିବାକୁ ମିଳିଛି । ଏଥର ସେମାନେ କ୍ଷମତା ପରିବର୍ତ୍ତନ ପାଇଁ ଚାହୁଁଥିବା ମାନ କହିଛନ୍ତି । ଦେଖନ୍ତୁ ଭିଡିଓ

Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.