Odisha Weather, ବର୍ତ୍ତମାନ ରାଜ୍ୟରେ ସମ୍ପୂର୍ଣ୍ଣ ଦୁର୍ବଳ ମୌସୁମୀ

By

Published : Aug 28, 2022, 8:36 PM IST

Updated : Feb 3, 2023, 8:27 PM IST

thumbnail

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ସମ୍ପୂର୍ଣ୍ଣ ଦୁର୍ବଳ ରହିଛି ମୌସୁମୀ (Monsoon weakens in Odisha) । ଫଳରେ ରାଜ୍ୟରେ କିଛି ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ଉତ୍ତରରେ ମୌସୁମୀ ଜନିତ ଏକ ନିମ୍ନ ଚାପରେଖା ରହୁଛି । ଯାହାର ଅବସ୍ଥିତି ହିମାଳୟ ପାଦଦେଶରେ ରହୁଛି । ଏହାସହ ବାୟୁମଣ୍ଡଳର ଦକ୍ଷିଣ ପଶ୍ଚିମ ବିହାରର ଓ ତାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ରହିଛି । ଏହି ଦୁଇ ପାଣିପାଗ ନିୟାମକ ଯୋଗୁଁ ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧି ହେଉଛି ଆଉ ଜଳୀୟବାଷ୍ପର ସଂସ୍ପର୍ଶରେ ଆସି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା କରାଉଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.