ପ୍ରାର୍ଥୀଙ୍କ ଦୃଢୋକ୍ତି, ନୂଆପଡା 9 ନଂ ଜୋନରେ ଏକତରଫା ଭାବେ ଜିତିବ BJP

By

Published : Feb 14, 2022, 1:54 PM IST

Updated : Feb 3, 2023, 8:11 PM IST

thumbnail

ନୂଆପଡା: ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରାଜନୀତି । ଚଳିତ ଫେବୃଆରୀ ୧୬ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ଏନେଇ ଜମୁଛି ପ୍ରଚାର। ନୂଆପଡା ଜ଼ିଲ୍ଲା ୯ ନମ୍ବର ଜୋନରେ ଗ଼ଡ ହୋତେଇବାକୁ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି କସରତ। ବିଜେପି ଜ଼ିଲ୍ଲା ପରିଷଦ ପ୍ରାର୍ଥୀ କମଲେଶ ସିଂ ଠାକୁର ଘର ଘର ବୁଲି ଭୋଟରକୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ କରୁଛନ୍ତି କସରତ । ଏନେଇ ଜ଼ିଲ୍ଲା ପରିଷଦ ପ୍ରାର୍ଥୀ କମଲେଶ ସିଂ ଠାକୁରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ନୂଆପଡା ପ୍ରତିନିଧି ମୋତିଲାଲ ବାଗ ।

Last Updated : Feb 3, 2023, 8:11 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.