ସ୍ବାଦିଷ୍ଟ ରାବିଡି ବନାଇବାକୁ ଶିଖନ୍ତୁ ପ୍ରସ୍ତୁତ ପ୍ରଣାଳୀ

By

Published : Oct 25, 2022, 8:37 AM IST

Updated : Feb 3, 2023, 8:30 PM IST

thumbnail

କ୍ଷୀରି ପ୍ରାୟ ସମସ୍ତଙ୍କୁ ଭଲ ଲାଗେ । ସେହିପରି ରାବିଡି ମଧ୍ୟ ଅନେକଙ୍କର ପସନ୍ଦ ହୋଇଥାଏ । ତେବେ ଘରେ କେବେ ରାବିଡି ବନାଇଛନ୍ତି । ସ୍ବାଦିଷ୍ଟ ରାବିଡି ବଲାଇବା ପାଇଁ କଣ କଣ ଆବଶ୍ୟକୀୟ ସାମଗ୍ରୀ ଦରକାର । କିପରି ତିଆରି କରିବେ ରାବିଡି ଜାଣିବା ପାଇଁ ଦେଖନ୍ତୁ ପ୍ରସ୍ତୁତି ପ୍ରଣାଳୀ ଭିଡିଓ । ଶିଖନ୍ତୁ ଆଉ ଘର ଲୋକଙ୍କ ପରସି ଦିଅନ୍ତୁ ଟେଷ୍ଟି ଟେଷ୍ଟି ରାବିଡି ।

Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.