Puran Poli: ଦୀପାବଳିରେ ବନାନ୍ତୁ ପୂରନ ପୋଲି, ଶିଖନ୍ତୁ ପ୍ରସ୍ତୁତି ପ୍ରଣାଳୀ

By

Published : Oct 19, 2022, 9:16 AM IST

Updated : Feb 3, 2023, 8:29 PM IST

thumbnail

ହାଇଦ୍ରାବାଦ: ଆସୁଛି ଆଲୋକର ପର୍ବ ଦୀପାବଳୀ । ପରସ୍ପର ମଧ୍ୟରେ ଖୁସି ବାଣ୍ଟି ମନାନ୍ତୁ ଏହି ଆଲୋକର ପର୍ବ । ତେବେ ଏଥର ଦୀପାବଳିରେ ଆପଣଙ୍କ ଘରକୁ ଆସୁଥିବା ଅତିଥିଙ୍କୁ ଟିକେ ଭିନ୍ନ ଧରଣରେ ସ୍ବାଗତ କରି ଦୀପାବଳି ପାଳିବାକୁ ଚାହୁଁଛନ୍ତି କି ? ତେବେ ଘରେ ବନାନ୍ତୁ ପୂରନ ପୋଲି (puran poli)। ଆଉ ଡେରି ନକରି ଆସନ୍ତୁ ଜାଣିବା ପୂରନ ପୋଲିର ପ୍ରସ୍ତୁତ ପ୍ରଣାଳୀ ।

Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.