ବନାନ୍ତୁ ପାଇନାଆପଲ ସ୍ମୃଦି, ଶିଖନ୍ତୁ ପ୍ରସ୍ତୁତି ପ୍ରଣାଳୀ

By

Published : Jun 30, 2022, 7:51 AM IST

Updated : Feb 3, 2023, 8:24 PM IST

thumbnail

ହାଇଦ୍ରାବାଦ: ସମସ୍ତେ ନିଜ ନିଜ ଘରେ ବିଭିନ୍ନ ପ୍ରକାରର ଖାଦ୍ୟ ଓ ଜୁସ ପ୍ରସ୍ତୁତ କରନ୍ତି । ବିଶେଷ କରି ଭଲ ଭଲ ଦିନ ଆସିଲେ ଘରେ ନୂଆ ନୂଆ ଖାଦ୍ୟ ତିଆରି କରିଥାନ୍ତି ଗୃହିଣୀ । ପାଇନାଆପଲ ସ୍ମୃଦି ଏକ ସହଜ ରେସିପି ବିଷୟରେ ଜାଣନ୍ତି କି । ଆପଣ ବି ଚାହିଁଲେ ଘରେ ଖୁବ ସହଜରେ ତିଆରି କରିପାରିବେ । ତେବେ କିପରି ପ୍ରସ୍ତୁତ କରିବେ ଏହି ପାଇନାଆପଲ ସ୍ମୃଦି ଦେଖନ୍ତୁ ଏହି ଭିଡିଓ । ଆବଶ୍ୟକୀୟ ସାମଗ୍ରୀ ନେଇ ପ୍ରଣାଳୀ ମାଧ୍ୟମରେ ପାଇନାଆପଲ ସ୍ମୃଦି କରି କରି ପରିବାର ସଦସ୍ୟଙ୍କୁ ଦିଅନ୍ତୁ ।

Last Updated : Feb 3, 2023, 8:24 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.