Moong Dal Modak: ବନାନ୍ତୁ ମୁଗ ଡାଲି ମୋଦକ

By

Published : Oct 9, 2022, 11:11 AM IST

Updated : Feb 3, 2023, 8:29 PM IST

thumbnail

ହାଇଦ୍ରାବାଦ: ଭଗବାନ ଗଣେଶଙ୍କ ପ୍ରିୟ ଭୋଗ ମୋଦକ । ବିଭିନ୍ନ ପ୍ରକାର ସାମଗ୍ରୀରୁ ମୋଦକ ତିଆରି କରି ଗଣେଶଙ୍କୁ ଲାଗି କରାଯାଇଥାଏ । ତେବେ ମୁଗ ଡାଲିରୁ ମୋଦକ ବନାଯିବା ବିଷୟରେ ଜାଣିଛନ୍ତି କି । ଆସନ୍ତୁ ଜଣିବା କିପରି ମୁଗ ଡାଲିରୁ ମୋଦକ ପ୍ରସ୍ତୁତ କରାଯାଏ । ଏହାକୁ ତିଆରି କରିବାକୁ କଣ କଣ ସାମଗ୍ରୀ ଆବଶ୍ୟକ । ମୁଗରୁ ମୋଦକ ତିଆରି କରିବାକୁ ଦେଖନ୍ତୁ ପ୍ରସ୍ତୁତ ଭିଡିଓ ଆଉ ଭଗବାନକୁ ଭୋଗ ଲଗାନ୍ତୁ ମୁଗ ଡାଲି ମୋଦକ (Moong Dal Modak)।

Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.