ସରିଲା ରିମାଣ୍ଡ; କୋର୍ଟରେ ହାଜର ହେଲେ ୩ ଅଭିଯୁକ୍ତ

By

Published : Oct 21, 2021, 10:49 PM IST

thumbnail

ଭୁବନେଶ୍ବର: କୋର୍ଟରେ ହାଜର ହେଲେ ମନୀଷ ମୃତ୍ୟୁ ଘଟଣାର ତିନି ଅଭିଯୁକ୍ତ । ରିମାଣ୍ଡ ଶେଷ ହେବା ପରେ ପୋଲିସ ଆଜି ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରଥିଲା । ସେପଟେ ଅମ୍ରିତଙ୍କ ଓକିଲ କହିଛନ୍ତି, ଅମ୍ରିତ ସମ୍ପୂର୍ଣ୍ଣ ନିର୍ଦୋଷ । ତାଙ୍କ ବିରୋଧରେ ପୋଲିସ କୌଣସି ଠୋସ ପ୍ରମାଣ ପାଇନାହିଁ । ତେଣୁ ବେଲ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବୁ । ଦେଖନ୍ତୁ ଭିଡିଓ କଣ କହୁଛନ୍ତି ତାଙ୍କ ଓକିଲ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.