ଚନ୍ଦ୍ରଘଣ୍ଟା ରୂପରେ ଦର୍ଶନ ଦେଉଛନ୍ତି ମା’ ଗଡଚଣ୍ଡୀ, ଦେଖନ୍ତୁ

By

Published : Oct 8, 2021, 7:57 PM IST

thumbnail

କଟକ: ଜାରି ରହିଛି ପାର୍ବଣ ଋତୁ । ଆଉ ଏହି ସମୟରେ ଧରାପୃଷ୍ଠକୁ ଧରାଵତରଣ କରିଛନ୍ତି ମା'। ଏନେଇ କଟକର ଶକ୍ତି ପୀଠରେ ସମ୍ପାଦିତ ହେଉଛି ମା'ଙ୍କ ଷୋଡ଼ଶ ଉପଚାର ପୂଜା । ତେବେ ଏହାରି ମଧ୍ୟରେ ଜାରି ରହିଛି ମା'ଙ୍କ ନବରାତ୍ର ପୂଜା । ସେପଟେ ଆଜି(ଶୁକ୍ରବାର) ମାଆ ଚନ୍ଦ୍ରଘଣ୍ଟା ସ୍ୱରୂପା ମା' ଚଣ୍ଡି ଵଗଳା ବେଶରେ ଦେଉଛନ୍ତି ଦର୍ଶନ । ଶୁଣନ୍ତୁ କଣ ରହିଛି ଚନ୍ଦ୍ରଘଣ୍ଟା ସ୍ୱରୁପର ମହାତ୍ମ୍ୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.