Panchayat Polls: କୁକୁଡାଖଣ୍ଡିରେ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

By

Published : Feb 14, 2022, 9:31 AM IST

Updated : Feb 3, 2023, 8:11 PM IST

thumbnail

ବ୍ରହ୍ମପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚଳଚଞ୍ଚଳ ଗ୍ରାମାଞ୍ଚଳ ରାଜନୀତି । ସେପଟେ ଲୋକମତ ନିଜ ସପକ୍ଷକୁ ଆଣିବାକୁ ଜୋରଦାର ପ୍ରୟାସ ଚଳାଇଛନ୍ତି ପ୍ରାର୍ଥୀ । ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଳକର ଅନନ୍ତେଇ ପଞ୍ଚାୟତରେ ସମିତିସଭ୍ୟା ପ୍ରାର୍ଥୀଙ୍କ ଜାରି ରହିଛି ପ୍ରଚାର । ପୂର୍ବରୁ ପଞ୍ଚାୟତରେ ସରପଞ୍ଚ, ଜିଲ୍ଲା ପରିଷଦ ଭାବରେ ବିଜୟୀ ହୋଇଥିବା ନିରୁପମା ପାତ୍ର ଚଳିତଥର ସମିତିସଭ୍ୟା ପଦବୀ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ନିଜର ସମର୍ଥକଙ୍କ ସହ ନିର୍ବାଚନ ପ୍ରଚାର କରୁଥିବା ସମୟରେ ନିରୁପମାଙ୍କ ଓ ପଞ୍ଚାୟତ ବାସିନ୍ଦାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

Last Updated : Feb 3, 2023, 8:11 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.