Panchayat Election: ଚତୁର୍ଥ ପର୍ଯ୍ୟାୟ ମତଦାନ ନେଇ ଜମୁଛି ପ୍ରାର୍ଥୀଙ୍କ ପ୍ରଚାର

By

Published : Feb 20, 2022, 4:25 PM IST

Updated : Feb 3, 2023, 8:17 PM IST

thumbnail

ବ୍ରହ୍ମପୁର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ନିର୍ବାଚନ ପ୍ରଚାର । ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବ୍ଳକର ଆଠଗଡ଼ ପାଟଣା ଗ୍ରାମ ପଞ୍ଚାୟତରେ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର ଦେଖିବାକୁ ମିଳିଛି । ଚଳିତ ଥର ଏହି ପଞ୍ଚାୟତରୁ ଦୁଇ ଜଣ ଉଚ୍ଚ ଶିକ୍ଷିତ ମହିଳା ପ୍ରାର୍ଥୀ ସରପଞ୍ଚ ଓ ସମିତିସଭ୍ୟା ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି। ପଞ୍ଚାୟତର ବହୁ ମହିଳାଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଏହି ପ୍ରଚରରେ ସାମିଲ ହୋଇ ତାଙ୍କୁ ସମର୍ଥନ କରୁଛନ୍ତି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.