ପାଇକା ନଦୀରେ ପ୍ରକୃତିର ତାଣ୍ଡବ, ଦେଖିଲେ ଉଡିଯିବ ହୋସ...

By

Published : Sep 22, 2021, 12:02 PM IST

thumbnail

କେନ୍ଦ୍ରାପଡା: ମହାମାରୀ କାଳରେ ରାଜ୍ୟରେ ପ୍ରାକୃତିକ ଦୁର୍ବିପାକ । କେନ୍ଦ୍ରାପଡାର ପାଇକା ନଦୀରେ ଘୁର୍ଣ୍ଣିଝଡ ଆସିବା ଯୋଗୁଁ ଆତଙ୍କିତ ହୋଇପଡିଛନ୍ତି ଲୋକେ । ନଦୀ ମଧ୍ୟରେ ପ୍ରାୟ ୩ ରୁ ୪ ମିନିଟ ରହିବା ପରେ ଏହା ଆପେ ଆପେ ଉଭାନ ହୋଇ ଯାଇଥିଲା। ଆକାଶରୁ ଏକ ଲାଙ୍ଗୁଡ ସଦୃଶ ନଦୀ ମଧ୍ୟରେ ଘୁରୁଥିବା ଦୃଶ୍ୟମାନ ହେଉଥିଲା । ଯାହା କିଛି ସମୟ ରହିବା ପରେ ଉଭାନ ହୋଇଯାଇଥିଲା । ଯାହାର ପ୍ରଭାବରେ ସେହି ଅଞ୍ଚଳରେ ତୀବ୍ର ପବନ ବହିବା ସହିତ ଜୋରରେ ବର୍ଷା ହୋଇଥିଲା । ଏହି ବିଚିତ୍ର ଦୃଶ୍ୟକୁ ସ୍ଥାନୀୟ ଯୁବକମାନେ ମୋବାଇଲରେ କଏଦ କରିଥିଲେ। କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.