ଡଷ୍ଟ ଆର୍ଟରେ ସୁର ସାମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳୀ

By

Published : Feb 7, 2022, 5:51 PM IST

thumbnail

ବେଙ୍ଗାଲୁରୁ: ଆଉ ନାହାଁନ୍ତି କୋକିଳକଣ୍ଠୀ ଲତା ମଙ୍ଗେସକର । ତାଙ୍କ ବିୟୋଗରେ ସ୍ତବ୍ଧ ହୋଇଯାଇଛି ସାରା ଦେଶ । ଏନେଇ କର୍ଣ୍ଣାଟକର କଳାକାର ମଞ୍ଜୁନାଥ ହିରେମାଥ(Manjunath Hiremath) କାରରେ ଲାଗିଥିବା ଧୂଳିରେ ଲତାଙ୍କ ଛବି ଆଙ୍କି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.