‘ଡେଲଟା ପ୍ଲସ୍ ଘାତକ ହୋଇନପାରେ, 3ୟ ଲହର ପ୍ରଭାବ ଏଭଳି ରହିବ’

By

Published : Jun 26, 2021, 5:46 PM IST

thumbnail

ଭୁବନେଶ୍ବର: ସାରା ଦେଶରେ ଏବେ ମହାମାରୀ କୋରୋନାର ତୃତୀୟ ଲହର ଓ ଡେଲଟା ପ୍ଲସ ଭ୍ୟାରିଏଣ୍ଟକୁ ନେଇ ଆଶା ଆଶଙ୍କା । କ’ଣ ହେବ ତୃତୀୟ ଲହରର ପ୍ରଭାବ ? କେତେ ଲୋକ ହୋଇପାରନ୍ତି ସଂକ୍ରମିତ । ସେହିପରି ଚିନ୍ତା ଜନକ ଡେଲଟା ପ୍ଲସ ଭ୍ୟାରିଏଣ୍ଟର ରୂପରେଖ, ପ୍ରଭାବ, ସ୍ଥିତି ଓ ଚିକିତ୍ସାକୁ ନେଇ ଆଜି ଇଟିଭି ଭାରତ ଡିଜିଟାଲ ଡାଏଲଗରେ ଅଛନ୍ତି ବିଶିଷ୍ଟ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ କୁମାର ମିଶ୍ର । ସାକ୍ଷାତକାର- ରୁଦ୍ର ନାରାୟଣ ଦାସ (ବ୍ୟୁରୋ ଚିଫ୍) ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.