Quinoa Mini Pizza, ବନାନ୍ତୁ ଚଟପଟା କିନୋଆ ମିନି ପିଜା

By

Published : Sep 20, 2022, 9:09 AM IST

Updated : Feb 3, 2023, 8:28 PM IST

thumbnail

ହାଇଦ୍ରାବାଦ: ଚଟପଟା ପିଜା ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ ନିଶ୍ଚୟ। ଅନେକ ପିଜା ଲଭର ଅନେକ ସମୟରେ ଅର୍ଡର କରି ପିଜା ଖାଇଥାନ୍ତି । ତେବେ କିନୋଆ ମିନି ପିଜା ବିଷୟରେ ଜାଣିଛନ୍ତି କି । ଟମାଟୋ, ସୁଆଁକୁ ନେଇ କିପରି ତିଆରି କରିବେ ଚଟପଟା କିନୋଆ ମିନି ପିଜା । ଜାଣିବା ପାଇଁ ଦେଖନ୍ତୁ ଏହାର ପ୍ରସ୍ତୁତି ଭିଡିଓ ।

Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.