ETV Bharat / state

ରେଳଲାଇନ ପାର ହେଉଥିବାବେଳେ ଟ୍ରେନ ଧକ୍କାରେ ଯୁବକ ମୃତ

author img

By

Published : Feb 28, 2021, 10:12 PM IST

ରେଳ ଲାଇନ ପାର ହେଉଥିବା ବେଳେ ଟ୍ରେନ ଧକ୍କାରେ ଯୁବକ ମୃତ
ରେଳ ଲାଇନ ପାର ହେଉଥିବା ବେଳେ ଟ୍ରେନ ଧକ୍କାରେ ଯୁବକ ମୃତ

ରେଳଲାଇନ ପାର ହେଉଥିବା ସମୟରେ ଟ୍ରେନ ଧକ୍କାରେ ଯୁବକ ମୃତ । ଘଟଣା ଘଟିଛି ସମ୍ବଲପୁର ରେଳ ଷ୍ଟେସନ ଫାଟକ ନିକଟରେ । ଅଧିକ ପଢନ୍ତୁ...

ସମ୍ବଲପୁର : ସମ୍ବଲପୁର ରେଳ ଷ୍ଟେସନ ଫାଟକ ନିକଟରେ ରେଳ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ରେଳ ଲାଇନ ପାର ହେଉଥିବା ସମୟରେ ଧକ୍କା ଦେଇଥିଲା ଟ୍ରେନ୍ । ମୃତ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ନାଭିଦତ୍ୟ ବଗର୍ତୀ ବୋଲି ଜଣାପଡିଛି ।

ରେଳ ଲାଇନ ପାର ହେଉଥିବା ବେଳେ ଟ୍ରେନ ଧକ୍କାରେ ଯୁବକ ମୃତ

ଆଜି ସଂଧ୍ୟା ସମୟରେ ସମ୍ବଲପୁର ରୋଡ ରେଳ ଷ୍ଟେସନ ପାର ହେଉଥିବା ସମୟରେ ଧକ୍କା ଦେଇଥିବା ଜଣାପଡିଛି । ତେବେ ଦୁର୍ଘଟଣା ପରେ ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.