ETV Bharat / state

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଘଟଣାସ୍ଥଳରୁ ସିଗାରେଟ-ଚପଲ ଜବତ

author img

By

Published : Oct 15, 2019, 11:26 AM IST

Updated : Oct 15, 2019, 2:15 PM IST

ଟ୍ରେନ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଧାତିକା ଗାଁ ନିକଟ ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ଧାତିକା ଗାଁର ତୁଳସୀ ମାଝୀ ।

କେନ୍ଦୁଝର: ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର । କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଧାତିକା ଗାଁ ନିକଟ ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ଧାତିକା ଗାଁର ତୁଳସୀ ମାଝୀ ।

ତୁଳସୀଙ୍କ ମୃତଦେହ ରେଳ ଧାରଣାରେ ପଡିଥିବାବେଳେ ତାଙ୍କ କାନରେ ଇଅର ଫୋନ ଲାଗିଥିଲା । ଏହାସହ ବେକରେ ଓ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ଦେଖିବାକୁ ମିଳିଛି ।

ମୃତଦେହ ନିକଟରୁ ମଦ ବୋତଲ, ସିଗାରେଟ ଓ ଚପଲ ପୋଲିସ ଜବତ କରିଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଏହା ଏକ ଆତ୍ମହତ୍ୟା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଟ୍ରେନ ଧାରଣା ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହBody:ଆଙ୍କର- କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଧାତିକା ଗାଁ ନିକଟ ରେଳ ଧାରଣା ରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଧାତିକା ଗାଁର ତୁଳସୀ ମାଝୀ । ମୃତ ଦେହ ଟିର କାନରେ ଇଅର ଫୋନ ଲାଗିଥିବା ସହ ବେକରେ ଓ ମୁଣ୍ଡ ରେ ଗଭୀର କ୍ଷେତ ହୋଇଥିବା ଦେଖିବାକୁ ମିଳିଛି । ଆହୁରି ମଧ୍ୟ ମୃତ ଦେହ ନିକଟରେ ମଦ ବୋତଲ ଓ ସିଗାରେଟ ଓ ଚପଲ ଥୁଆ ହୋଇ ଥିବା ଦେଖିବାକୁ ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ର ପ୍ରାଥମିକ ତଦନ୍ତ ଅନୁସାରେ ଏହା ଏକ ଆତ୍ମହତ୍ୟା ବୋଲି ଜଣା ପଡିଥିବା ଜଣାପଡିଛି ।Conclusion:
Last Updated :Oct 15, 2019, 2:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.