ETV Bharat / state

ଜଳଘେରରେ 5ଟି ୱାର୍ଡର ଲୋକେ, ଉଦ୍ଧାର ପାଇଁ ଆକୁଳ ନିବେଦନ

author img

By

Published : Aug 29, 2020, 9:13 AM IST

flood situation in kendrapara
ଜଳବନ୍ଦୀ 5ଟି ଓ୍ବାର୍ଡର ଲୋକେ, ପ୍ରଶାସନ ପକ୍ଷରୁ ଉଦ୍ଧାର ପାଇଁ ନିର୍ଦ୍ଦେଶ

ଜଳବନ୍ଦୀରେ କେନ୍ଦ୍ରାପଡାର 5ଟି ଓ୍ବାର୍ଡର ଲୋକେ । ପ୍ରଶାସନ ପକ୍ଷରୁ ଉଦ୍ଧାର ପାଇଁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବେଣୀପୁର ବନ୍ୟା ପାଇଁ ଚିନ୍ତାରେ ପଡିଛି ଜିଲ୍ଲା ପ୍ରଶାସନ। ଜୀବନ ଜୀବିକା ପାଇଁ ଭିଟାମାଟି ଛାଡିବାକୁ ଅମଙ୍ଗ ହେଉଥିବା ଲୋକମାନଙ୍କୁ ଓଡିଆରଏଫ, ଏନଡିଆରଏଫ ଓ ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାର କରିବା ପାଇଁ ସୂଚନା ଦିଆଯାଇଛି।

ଜଳବନ୍ଦୀ 5ଟି ଓ୍ବାର୍ଡର ଲୋକେ, ପ୍ରଶାସନ ପକ୍ଷରୁ ଉଦ୍ଧାର ପାଇଁ ନିର୍ଦ୍ଦେଶ

ଦିନ 1ଟାରୁ ବନ୍ୟାଜଳ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଫଳରେ ଏହି ପଞ୍ଚାୟତର 5ଟି ୱାର୍ଡର 2000ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.