ETV Bharat / state

ମମିତା ହତ୍ୟାକାଣ୍ଡ; କୋକସରାରେ ବିଜେପିର ବିକ୍ଷୋଭ

author img

By

Published : Nov 3, 2021, 9:07 PM IST

Mamita Meher Case
Mamita Meher Case

ମମିତା ମେହେର ହତ୍ୟାକାଣ୍ଡ ଘଟଣା । ବିଜେପିର ବିକ୍ଷୋଭ, ଧାରଣା ପ୍ରତିବାଦ ଜାରି ରହିଛି । କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ ସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ନିଆଁ ଏବେ ରାଜ୍ୟ ରାଜନୀତିରେ ଜଳିବାରେ ଲାଗିଛି । ଅଧିକ ପଢନ୍ତୁ...

କଳାହାଣ୍ଡି: ମମିତା ମେହେର ହତ୍ୟାକାଣ୍ଡ ଘଟଣା । ବିଜେପିର ବିକ୍ଷୋଭ, ଧାରଣା ପ୍ରତିବାଦ ଜାରି ରହିଛି । କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ ସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ନିଆଁ ଏବେ ରାଜ୍ୟ ରାଜନୀତିରେ ଜଳିବାରେ ଲାଗିଛି ।

ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆଜି(ବୁଧବାର) ଜିଲ୍ଲା ବିଜେପି ମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ଘଟଣାର ସିବିଆଇ ତଦନ୍ତ ଦାବିରେ କୋକସରା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛି । ଏହା ସହ କୋକସରା ଥାନା ଅଧିକାରୀଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛି ଦଳ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.