ETV Bharat / state

ଜୀବନ ନେଲା ଅନୈତିକ ପ୍ରେମ ସମ୍ପର୍କ !

author img

By

Published : Mar 10, 2020, 10:30 AM IST

Updated : Mar 10, 2020, 11:22 AM IST

a young man killed in kalahandi
ଅନୈତିକ ପ୍ରେମ ସମ୍ପର୍କ ନେଲା ଜୀବନ !

ଯୁବକଙ୍କୁ ହତ୍ୟା କରି ବାରଣ୍ତାରେ ଫିଙ୍ଗିଦେଲେ ଦେଲେ ଦୁବୃର୍ତ୍ତ । ଅନୈତିକ ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ । ଅଧିକ ପଢନ୍ତୁ.....

କଳାହାଣ୍ତି : ଯୁବକଙ୍କୁ ହତ୍ୟା କରି ବାରଣ୍ତାରେ ଫିଙ୍ଗିଦେଲେ ଦେଲେ ଦୁବୃର୍ତ୍ତ । ଏପରି ଅଭାବନୀୟ ଘଟଣା ଘଟିଛି କଳାହାଣ୍ତି ଜିଲ୍ଲା କୋକସରା ଥାନା ଜଲତାମୁଣ୍ଡା ଗାଁରେ । ମୃତ ଯୁବକ ହେଉଛନ୍ତି ନକୁଳ ତାଣ୍ଡି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପଡିଶା ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାରବର୍ଗ।

ଜୀବନ ନେଲା ଅନୈତିକ ପ୍ରେମ ସମ୍ପର୍କ !

ବିବାହିତ ଯୁବକଙ୍କ ଅନୈତିକ ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated :Mar 10, 2020, 11:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.