ETV Bharat / state

କେନାଲରେ ନିଖୋଜ 6 ବର୍ଷ ଶିଶୁପୁତ୍ରର ମୃତଦେହ ଉଦ୍ଧାର କଲା ଓଡ୍ରାଫ ଟିମ୍

author img

By

Published : Aug 9, 2020, 8:06 PM IST

ନାଳରେ ନିଖୋଜ 6 ବର୍ଷର ଶିଶୁପୁତ୍ରର ମୃତଦେହ ଉଦ୍ଧାର କଲା ଓଡ୍ରାଫ ଟିମ୍
ନାଳରେ ନିଖୋଜ 6 ବର୍ଷର ଶିଶୁପୁତ୍ରର ମୃତଦେହ ଉଦ୍ଧାର କଲା ଓଡ୍ରାଫ ଟିମ୍

ରାହସୋଇ ନିକଟସ୍ଥ ନଡ଼କା ନାଳରେ ବୁଡି ନିଖୋଜ ଥିବା 6 ବର୍ଷର ଶିଶୁପୁତ୍ରର ମୃତଦେହ ଉଦ୍ଧାର । ଦୀର୍ଘ 27 ଘଣ୍ଟା ଖୋଜାଖୋଜି ପରେ ସତ୍ୟ ପ୍ରକାଶର ମୃତଦେହ ଉଦ୍ଧାର କରିଛି ଓଡ୍ରାଫ ଟିମ୍ । ଅଧିକ ପଢନ୍ତୁ...

ଯାଜପୁର: ଜିଲ୍ଲାର ଦଶରଥପୁର ବ୍ଲକ ବିହାରୀ ପଞ୍ଚାୟତ ଅପର ସାଉଁଣ୍ଡି ଗ୍ରାମରେ ନାଳରେ ବୁଡି ନିଖୋଜ ଥିବା 6 ବର୍ଷ ଶିଶୁପୁତ୍ରର ମୃତଦେହ ଉଦ୍ଧାର । ଦୀର୍ଘ 27 ଘଣ୍ଟା ଖୋଜାଖୋଜି ପରେ ସତ୍ୟ ପ୍ରକାଶର ମୃତଦେହ ଉଦ୍ଧାର କରିଛି ଓଡ୍ରାଫ ଟିମ୍ ।

ନାଳରେ ନିଖୋଜ 6 ବର୍ଷର ଶିଶୁପୁତ୍ରର ମୃତଦେହ ଉଦ୍ଧାର କଲା ଓଡ୍ରାଫ ଟିମ୍
ନାଳରେ ନିଖୋଜ 6 ବର୍ଷର ଶିଶୁପୁତ୍ରର ମୃତଦେହ ଉଦ୍ଧାର କଲା ଓଡ୍ରାଫ ଟିମ୍

ସୂଚନାନୁସାରେ, ଶନିବାର ଅପର ସାଉଁଣ୍ଡି ଗ୍ରାମର ବିଦ୍ୟାଧର ସାହୁଙ୍କ ପୁଅ ସତ୍ୟପ୍ରକାଶ ସାହୁ ଶନିବାର ଘର ଦାଣ୍ଡରେ ଖେଳୁଥିଲା । ଏହି ସମୟରେ ରାହସୋଇ ନିକଟସ୍ଥ ନଡ଼କା ନାଳରେ ବୁଡି ଯାଇଥିଲା । ପରେ ଘର ଲୋକେ ଖୋଜାଖୋଜି କରି ତାକୁ ନପାଇବାରୁ ଓଡ୍ରାଫ ଟିମକୁ ଏନେଇ ଜଣାଇଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.