ETV Bharat / state

‘ବାରୁଣୀ ବୁଡ’ ପକାଇଲେ ଶହ ଶହ ଶ୍ରଦ୍ଧାଳୁ

author img

By

Published : Apr 2, 2019, 5:50 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ମଙ୍ଗଳବାର ବୈତରଣୀ ନଦୀରେ ଶହଶହ ଶ୍ରଦ୍ଧାଳୁ ବାରୁଣୀ ବୁଡ ପକାଇଛନ୍ତି । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସାଙ୍ଗକୁ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ ।


ଯାଜପୁର: ମଙ୍ଗଳବାରପବିତ୍ର ବୈତରଣୀ ନଦୀରେ ବାରୁଣୀ ବୁଡ ପକାଇଛନ୍ତି ଶହଶହ ଶ୍ରଦ୍ଧାଳୁ । ବହୁ ଦୂରଦୂରାନ୍ତରୁ ଯାତ୍ରୀମାନେ ଆସି ବାରୁଣୀ ବୁଡ ପକାଇଛନ୍ତି । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ମଧ୍ୟ ପିଣ୍ଡ ପ୍ରଦାନ କରିଛନ୍ତି । ବିଶ୍ବାସ ରହିଛି ଏଠାରେ ବୁଡ ପକାଇଲେ ମୋକ୍ଷ ମିଳିଥାଏ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଏହା ସହିତ ପାର୍ଶ୍ବଦେବାଦେବୀଙ୍କ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ଏହି ପବିତ୍ର ବାରୁଣୀ ବୁଡ ପକାଇପିତୃପୁରୁଷଙ୍କୁ ପିଣ୍ଡ ଦାନ କଲେ ଅଶେଷ ଲାଭ ମିଳିଥାଏ ବୋଲି ଶାସ୍ତ୍ରୀୟ ମତ ରହିଛି । ଏହି ବାରୁଣୀ ସ୍ନାନ ବହୁ ଆବାହମାନ କାଳରୁ ରହି ଆସିଛି।

ଏହି ବାରୁଣୀ ବୁଡରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଶ୍ରଦ୍ଧାଳୁମାନେ କିପରି ଭଲରେ ବୁଡ ପକାଇବେ ସେଥିପାଇଁ ସ୍ବତନ୍ତ୍ର ବ୍ୟାରିକେଡର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Body:

At a press conference held in Jalandhar, Anthony had accused the Khanna police of showing Rs 9.66 crore, instead of the Rs 16.65 crore seized from them, and claimed that the cash was accounted for.



Chandigarh: The Punjab police ordered an inquiry on Monday into the allegations of a church priest, who has reportedly accused the Khanna police of showing Rs 9.66 crore instead of a total seizure of Rs 16.65 crore.


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.