ETV Bharat / state

ନିଆଁଲାଗି ଜଳିଗଲା 6 ବଖରା ଘର, କାରଣ ଅସ୍ପଷ୍ଟ

author img

By

Published : May 29, 2021, 8:46 PM IST

ନିଆଁଲାଗି ଜଳିଗଲା 6 ବଖରା ଘର, କାରଣ ଅସ୍ପଷ୍ଟ
ନିଆଁଲାଗି ଜଳିଗଲା 6 ବଖରା ଘର, କାରଣ ଅସ୍ପଷ୍ଟ

ଗଞ୍ଜାମ ବରଡାବିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ହରିପୁର ଗାଁରେ ନିଆଁଲାଗି ଜଳିଗଲା 3ଟି ପରିବାରର 6 ବଖରା ଘର । ଅଧିକ ପଢନ୍ତୁ...

ଭଞ୍ଜନଗର: ଗଞ୍ଜାମ ଧରାକୋଟ ବ୍ଲକ ବରଡାବିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ହରିପୁର ଗାଁରେ ଅଗ୍ନିକାଣ୍ଡ । ନିଆଁ ଲାଗିି ଜଳିଗଲା 3ଟି ପରିବାରର 6 ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ଖବରପାଇ ଧରାକୋଟ ଅଗ୍ନିଶମବାହିନୀ ଆସି ଦୀର୍ଘ ସମୟ ପରେ ନିଆଁକୁ ଆୟତ କରିଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ନିଁଆ ଲାଗିବାର କାରଣ ଅସ୍ପଷ୍ଟ ଥିବା ଜଣାପଡିିଛି ।

ନିଆଁଲାଗି ଜଳିଗଲା 6 ବଖରା ଘର, କାରଣ ଅସ୍ପଷ୍ଟ

ସୂଚନା ମୁତାବକ, ଏଥିରେ କ୍ଷତିଗ୍ରସ୍ତ ଅଗ୍ନିିବିପନ୍ନ ପରିବାର ହେଲେ ଭିକାରି ଡାକୁଆ, ବିପ୍ର ପ୍ରଧାନ, ବିଦେଶୀ ପ୍ରଧାନ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.