ETV Bharat / state

ସମ୍ଭାବ୍ୟ ବାତ୍ୟା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଭଦ୍ରକ ଅଗ୍ନିଶମ ବାହିନୀ

author img

By

Published : May 22, 2021, 8:18 PM IST

ସମ୍ଭାବ୍ୟ ବାତ୍ୟା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଭଦ୍ରକ ଅଗ୍ନିଶମ ବାହିନୀ
ସମ୍ଭାବ୍ୟ ବାତ୍ୟା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଭଦ୍ରକ ଅଗ୍ନିଶମ ବାହିନୀ

ସମ୍ଭାବ୍ୟ ବାତ୍ୟା ୟଶକୁ ନେଇ ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକରେ ଥିବା ଅଗ୍ନିଶମ ବାହିନୀକୁ ବାତ୍ୟାର ମୁକାବିଲା ପାଇଁ ଆବଶ୍ୟକୀୟ ସମସ୍ତ ଯନ୍ତ୍ରପାତି ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ...

ଭଦ୍ରକ: ସମ୍ଭାବ୍ୟ ବାତ୍ୟା ୟଶକୁ ନେଇ ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକରେ ଥିବା ଅଗ୍ନିଶମ ବାହିନୀକୁ ବାତ୍ୟାର ମୁକାବିଲା ପାଇଁ ଆବଶ୍ୟକୀୟ ସମସ୍ତ ଯନ୍ତ୍ରପାତି ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭଦ୍ରକ ଅଗ୍ନିଶମ ବାହିନୀ ତାର ବିଭିନ୍ନ ଯନ୍ତ୍ରପାତି ସହ ଆଗୁଆ ସଜାଗ ରହିବାକୁ ପ୍ରୟାସ ଆରମ୍ଭ କରିଦେଇଛି ।

ସମ୍ଭାବ୍ୟ ବାତ୍ୟା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଭଦ୍ରକ ଅଗ୍ନିଶମ ବାହିନୀ

ଯେତେବେଳେ ଯେଉଁ ପରିସ୍ଥିତି ଆସିବ, ସେମାନେ ସମ୍ମୁଖୀନ ହେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜଣାପଡ଼ିଛି । ତେବେ ଭଦ୍ରକ ଜିଲ୍ଲା ଅଗ୍ନିଶମ ବାହିନୀର 9ଟି କେନ୍ଦ୍ରରେ ପ୍ରସ୍ତୁତି ସରିଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.