ETV Bharat / state

ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସ୍କୁଲପିଲାଙ୍କୁ ଟ୍ରେନିଂ ଦେଲା ଅଗ୍ନିଶମ ବିଭାଗ

author img

By

Published : Jun 19, 2019, 4:56 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ପ୍ରାକୃତିକ ବିପର୍ଯ୍ୟୟରେ ସର୍ତକ ରହିବା ପାଇଁ ଅନୁଗୋଳ ଜିଲ୍ଲାର ଅଗ୍ନିଶମ ବିଭାଗ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ କରିଛି ମକଡ୍ରିଲ । ଜିଲ୍ଲା ପ୍ରଶାନସ ପକ୍ଷରୁ ପିଲାମାନଙ୍କୁ ବିପର୍ଯ୍ୟୟ ମୁକାବିଲା ପାଇଁ ସଚେତନ କରାଯାଇଛି ।

ଅନୁଗୋଳ: ସରିଲା ଗ୍ରୀଷ୍ମ ଋତୁ, ଆଗକୁ ଆସୁଛି ବର୍ଷା । ବର୍ଷା କାରଣରୁ କୌଣସି ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟ ହେବା ନେଇ ସମ୍ଭାବନା ରହିଛି । ଏଥି ପୂର୍ବରୁ ସତର୍କ ରହିବା ନିହାତି ଆବଶ୍ୟକ । ବିପର୍ଯ୍ୟୟକୁ ମୁକାବିଲା କରିବା ନେଇ ସଚେତନତା ସୃଷ୍ଟି କରିଛି ଅନୁଗୋଳ ଜିଲ୍ଲା ପ୍ରଶାସନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ଜିଲ୍ଲା କେତେ ସତର୍କ ରହିଛି ସେନେଇ ଜିଲ୍ଲା ସ୍ତରରେ ମକଡ୍ରିଲ କରାଯାଇଛି । ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଏହି ମକଡ୍ରିଲ କରାଯାଇ ସ୍କୁଲ ପିଲାମାନଙ୍କୁ ବିପର୍ଯ୍ୟୟ ମୁକାବିଲା ପାଇଁ ସଚେତନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିପର୍ଯ୍ୟୟରୁ ମୁକୁଳିବାର ବିଭିନ୍ନ କୌଶଳ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ଆଗକୁ ଆସୁଛି ବର୍ଷା ଦିନ । ହୋଇପାରେ କୌଣସି ବଡ ଧରଣର ପ୍ରକୃତିକ ବିପର୍ଯୟ । ଏହା ପୂର୍ବରୁ ସତର୍କ ରହିବା ଦରକାର । କଣ କାଲେ ବିପର୍ଯୟ ର ସଠିକ ମୁକାବିଲା କରି କରିହେବ ତାକୁ ନେଇ ସଚେତନତା ଶ୍ରୁଷ୍ଠୀ କରିଛି ଅନୁଗୋଳ ଜିଲା ପ୍ରଶାସନ । ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ର ମୁକାବିଲା  ପାଇଁ ଜିଲା କେତେ ସତର୍କ ରହିଛି ସେନେଇ ଜିଲ୍ଲା ସ୍ତରରେ ମକ ଡ୍ରିଲ କରାଯାଇଛି । ଜିଲ୍ଲା ଅଗ୍ନିସମ ବିଭାଗ ପକ୍ଷରୁ ଏହି ମକ ଡ୍ରିଲ କରାଯାଇ ସ୍କୁଲ ପିଲା ମାନକୁ ବିପର୍ଯୟ ମୁକାବିଲା ପାଇଁ ସଚେତନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିପର୍ଯ୍ୟୟ ରୁ ମୁକୁଳିବାର ବିଭିନ୍ନ କୌଶଳ ବିଭାଗ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ଯାଇଥିଲା ।
Byte – 1 ଅତୁଲ୍ୟ ଚମ୍ପତି ରାୟ , ପିଡ଼ିଡ଼ିଆରଡ଼ିଏ
Byte –2 ଅଗ୍ନିସମ ବାହିନୀ କରମଚାରୀ
Byte – ସେଲିନା ରାନୀ ଦାସ ଛାତ୍ରୀ
visual on mojo
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.