ETV Bharat / sports

IPL 2021: KKR ବିପକ୍ଷରେ ଟସ୍‌ ଜିତି ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି

author img

By

Published : Oct 3, 2021, 7:22 PM IST

Updated : Oct 3, 2021, 7:51 PM IST

କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଟସ୍‌ ଜିତି SRH କ୍ୟାପଟେନ କେନ୍‌ ୱିଲିୟମସନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

IPL 2021: Sunrisers Hyderabad won the toss opt to bat against KKR
IPL 2021: KKR ବିପକ୍ଷରେ ଟସ୍‌ ଜିତି ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି

ଦୁବାଇ: ଆଇପିଏଲ ୨୦୨୧ର ୪୯ତମ ମ୍ୟାଚ୍‌ ସନରାଇଜର୍ସ ହାଇଦ୍ରାବାଦ(SRH) ଓ କୋଲକାତା ନାଇଟ ରାଇଡର୍ସ(KKR) ମଧ୍ୟରେ ରହିଛି । ଟସ୍‌ ଜିତି SRH କ୍ୟାପଟେନ କେନ୍‌ ୱିଲିୟମସନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।

SRH ଚୁଡାନ୍ତ ଏକଦାଶରେ ସନ୍ଦୀପ ଶର୍ମାଙ୍କ ସ୍ଥାନରେ ଅରମାନ ମଲିକଙ୍କୁ ସାମିଲ କରିଛି । ଅନ୍ୟପଟେ କୋଲକାତା ନାଇଟ ରାଇଜର୍ସ ଟିମ ସୈଫର୍ଟଙ୍କ ସ୍ଥାନରେ ଅଲରାଉଣ୍ଡର ସାକିବ-ଅଲ ହସଲଙ୍କୁ ସାମିଲ କରିଛି ।

ଚୁଡାନ୍ତ ଏକାଦଶ:

ସନରାଇଜର୍ସ ହାଇଦ୍ରାବାଦ: ଜେସନ ରୟ, ରିଦ୍ଧିମାନ ଶାହା(ୱିକେଟ କିପର), କେନ ୱିଲିୟମସନ(କ୍ୟାପଟେନ), ପ୍ରିୟମ ଗର୍ଗ, ଅଭିଶେକ ଶର୍ମାସ ଅବଦୁଲ ସମାଦ, ଜେସନ ହୋଲ୍ଡର, ରସିଦ ଖାନ, ଭୁବନେଶ୍ବର କୁମାର, ଅରମାନ ମଲିକ, ସିଦ୍ଧାର୍ଥ କୌଲ ।

କୋଲକାତା ନାଇଟ ରାଇଡର୍ସ: ଶୁଭମନ ଗିଲ୍‌, ଭେଙ୍କଟସ ଆୟର, ରାହୁଲ ତ୍ରିପାଠୀ, ନୀତିଶ ରାଣା, ଇଆନ ମୋର୍ଗାନ(କ୍ୟାପଟେନ), ସାକିବ ଅଲ-ହସନ, ଦିନେଶ କାର୍ତ୍ତିକ(ୱିକେଟ କିପର), ସୁନୀଲ ନାରିନ, ଶିବମ ମାବି, ଟିମ ସାଉଦୀ, ବରୁଣ ଚକ୍ରବର୍ତ୍ତୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 3, 2021, 7:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.