ETV Bharat / sports

ଓସିଏ ମୁକୁଟ ପିନ୍ଧିଲେ ସଞ୍ଜୟ, କହିଲେ ଧର୍ମର ବିଜୟ ହୋଇଛି

author img

By

Published : Sep 27, 2019, 5:32 PM IST

Updated : Sep 27, 2019, 6:37 PM IST

ଡିଜାଇନ ଫଟୋ

ବିଜୟ ପରେ ନବନିର୍ବାଚିତ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ପ୍ରତିକ୍ରିୟା ଶୁଣନ୍ତୁ...

କଟକ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରାଙ୍କ ଜିତାପଟ ହୋଇଛି । ନୂଆ ସମ୍ପାଦକ ଭାବେ ସଞ୍ଜୟ ବେହେରା ନିର୍ବାଚିତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ

ସଞ୍ଜୟଙ୍କ ସପକ୍ଷରେ 45ଟି ଭୋଟ ପଡିଥିଲାବେଳେ ତାଙ୍କ ବିପକ୍ଷରେ ଥିବା ନବରଞ୍ଜନ ପଟ୍ଟନାୟକଙ୍କୁ 25ଖଣ୍ଡ ଭୋଟ ମିଳିଛି । ବିଜୟ ପରେ ଶୁଣନ୍ତୁ କଣ ରହିଛି ସଞ୍ଜୟଙ୍କ ପ୍ରଥମ ପ୍ରତିକ୍ରିୟା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:ଓସିଏ ସମ୍ପାଦକ ଭାବେ ବିଜୟ ହେଲେ ଆଶୀର୍ବାଦ ଙ୍କ ପୁଅ ସଞ୍ଜୟ ବେହେରା।
ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ପ୍ରଭୁ କଲ୍ୟାଣ ପାଲ।


Body:no need


Conclusion:no need
Last Updated :Sep 27, 2019, 6:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.