ETV Bharat / city

ଡେଙ୍ଗୁ କବଳରେ ସୁନ୍ଦରଗଡ, 30 ଆକ୍ରାନ୍ତ

author img

By

Published : Sep 15, 2019, 11:31 AM IST

ସୁନ୍ଦରଗଡରେ ଡେଙ୍ଗୁ ଆତଙ୍କ । ଜିଲ୍ଲାରେ ବର୍ତ୍ତମାନ 30 ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି । 22ଜଣଙ୍କୁ ଜିଲ୍ଲାର ବିଭିନ୍ନ ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ଅନ୍ୟ 8 ଜଣ କଟକରେ ଚିକିତ୍ସିତ ହେଉଛନ୍ତି ।

ପ୍ରତିକାତ୍ମକ ଫଟୋ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଡେଙ୍ଗୁ ଆତଙ୍କ । ଜିଲ୍ଲାରେ ବର୍ତ୍ତମାନ 30 ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ । ସେଥିରୁ 28 ଜଣ କେବଳ ଖଟକୁଳବହଳ ଅଞ୍ଚଳର ହୋଇଥିବା ବେଳେ ବିରମିତ୍ରପୁର ଅଞ୍ଚଳର 2 ଜଣ ଲୋକ ଲୋକ ଆକ୍ରାନ୍ତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଏମାନଙ୍କ ମଧ୍ୟରେ 22ଜଣଙ୍କୁ ଜିଲ୍ଲାର ବିଭିନ୍ନ ମେଡିକାଲରେ ଚିକିତ୍ସା କରାଯାଉଛି । ସେହିପରି ଅନ୍ୟ 8ଜଣଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ବିଶେଷ କରି ଗାଁରେ ଅପରିଷ୍କାର ପରିବେଶ ଯୋଗୁଁ ଡେଙ୍ଗୁ ବ୍ୟାପୁଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି ।


ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:Body:

BLANK


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.