ETV Bharat / city

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Sep 19, 2022, 10:59 AM IST

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM
TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ପରଲୋକରେ ବିଜେପିର ଟାଣୁଆ ନେତା ବିଷ୍ଣୁ ସେଠୀ

ଆଉ ନାହାନ୍ତି ବିଜେପି ନେତା ବିଷ୍ଣୁ ସେଠୀ । 61 ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଛି ।

2.ଆଜି ପଦ୍ମ କ୍ୟାମ୍ପରେ ସାମିଲ ହେବେ କ୍ୟାପ୍ଟେନ ଅମରିନ୍ଦର ସିଂ

ଆଜି (ସୋମବାର) ବିଜେପିରେ ମିଶିବେ ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ସଭାପତି କ୍ୟାପ୍ଟେନ ଅମରିନ୍ଦର ସିଂ ।

3.କଟକରେ ୫T ସଚିବ, SCB ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ ପୁନଃରୁଦ୍ଧାର କାର୍ଯ୍ୟର କଲେ ସମୀକ୍ଷା

ସୋମବାର କଟକ ଗସ୍ତରେ ଆସି ଏସସିବି ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ କାର୍ଯ୍ୟର ସମୀକ୍ଷା କରିଛି 5ଟି ସଚିବ ଭିକେ ପାଣ୍ଡିଆନ।

4.ୟୁପିରେ ଭୁଶୁଡ଼ିଲା 80 ବର୍ଷର ପୁରୁଣା କୋଠା, 3 ମୃତ

ଉତ୍ତର ପ୍ରଦେଶ ବାରିୟାର କତୱାଲି ଅଞ୍ଚଳରେ ଭୁଶୁଡିଲା 80 ବର୍ଷ ପୁରୁଣା କୋଠା । ଭଙ୍ଗା କୋଠା ତଳେ ଚାପି ହୋଇ ପରିବାରର ତିନି ଜଣଙ୍କ ମୃତ୍ୟୁ ଘଟିଛି ।

5.India Corona: ଦିନକରେ 4858 ନୂଆ ସଂକ୍ରମିତ

ଦେଶରେ କୋରୋନା ସଂକ୍ରମଣ ହ୍ରାସ । ଗତ 24 ଘଣ୍ଟା ମଧ୍ୟରେ 4,858 ନୂଆ ସଂକ୍ରମିତ ଚିହ୍ନଟ

6.RTIର ଖୁଲାସା: ଦେଓମାଳି ଓଡ଼ିଶାର ସର୍ବୋଚ୍ଚ ଗିରିଶୃଙ୍ଗ

ଓଡ଼ିଶାର ସର୍ବୋଚ୍ଚ ପର୍ବତ ଭାବେ ପୂର୍ବଘାଟରେ ଦେଓମାଳି ରହିଛି । ଦେଓମାଳିକୁ ନେଇ ବିବାଦ ଲାଗି ରହିଥିବାବେଳେ ସୂଚନା ଅଧିକାର ବଳରେ ଏହି ତଥ୍ୟ ହସ୍ତଗତ ହୋଇଛି ।

7.ଆଜି ବ୍ରିଟେନ ମହାରାଣୀଙ୍କ ଶେଷକୃତ୍ୟ, ସାମିଲ ହେବେ ବିଶ୍ବର ବିଶିଷ୍ଟ ବ୍ୟକ୍ତି

ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କର ଆଜି ଅନ୍ତିମ ସଂସ୍କାର ସମ୍ପନ୍ନ ହେବ । ଏହି କାର୍ଯ୍ୟକ୍ରମରେ ବିଶ୍ବର ବହୁ ବିଶିଷ୍ଟ ବ୍ୟକ୍ତିତ୍ବ ସାମିଲ ହେବେ ।

8.ଭିତରକନିକାରେ ଦେଶୀୟ ପକ୍ଷୀ ସଂଖ୍ୟା ବୃଦ୍ଧି, ବଢ଼ିଛନ୍ତି 7431 ପକ୍ଷୀ

ଭିତରକନିକା ଜାତୀୟ ଉଦ୍ୟାନର ତିନୋଟି ସ୍ଥାନରେ ବଢ଼ିଛି ଦେଶୀୟ ପକ୍ଷୀଙ୍କ ସଂଖ୍ୟା । ଗତବର୍ଷ ଅପେକ୍ଷା ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ହୋଇଛି ।

9.Odisha Covid Cases: ରାଜ୍ୟରେ ନୂଆ 125 ସଂକ୍ରମିତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 125 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

10.ଘୂର୍ଣ୍ଣିବଳୟ ସକ୍ରିୟ, ଆଜିଠୁ ପ୍ରବଳ ବର୍ଷିବ

ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.