ETV Bharat / city

Petrol Diesel Price: ଆଜିର ତୈଳ ଦର, ଦେଖନ୍ତୁ କେଉଁଠି କେତେ?

author img

By

Published : Jul 30, 2022, 8:23 AM IST

ସାଧାରଣ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ସାଜୁଥିବା ପେଟ୍ରୋଲ ଓ ଡିଜେଲ ଦରରୁ ଏବେ ସାମାନ୍ୟ ଆଶ୍ବସ୍ତି ଆଣିଛି । ଭୁବନେଶ୍ବର ସମେତ ଅନେକ ଜିଲ୍ଲାମାନଙ୍କରେ ତୈଳଦର କିଛିଟା ମାତ୍ରାରେ କମିଛି । ତେବେ ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର । ଦେଖନ୍ତୁ କେଉଁଠି କେତେ ରହିଛି ତୈଳ ଦର ।

Petrol Diesel Price: ଆଜିର ତୈଳ ଦର, ଦେଖନ୍ତୁ କେଉଁଠି କେତେ?
Petrol Diesel Price: ଆଜିର ତୈଳ ଦର, ଦେଖନ୍ତୁ କେଉଁଠି କେତେ?

ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ବର102.9695.09
ଅନୁଗୋଳ104.6896.19
ବାଲେଶ୍ବର103.5395.10
କଟକ103.5495.10
ଗଞ୍ଜାମ104.0795.61
ପୁରୀ103.11 94.68
ସମ୍ବଲପୁର104.5096.04
କେନ୍ଦ୍ରାପଡା103.5095.04
ବଲାଙ୍ଗୀର105.67 97.17
ମାଲକାନଗିରି109.20 100.56
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.