ETV Bharat / city

ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ଯୁବ ପରାମର୍ଶଦାତା ଗ୍ରୁପରେ ଓଡ଼ିଆ ଝିଅ

author img

By

Published : Jul 29, 2020, 2:13 AM IST

ଜାତିସଂଘର ଜଳବାୟୁ ସଂକ୍ରାନ୍ତରେ ଯୁବ ପରାମର୍ଶଦାତା ଗ୍ରୁପରେ ସାମିଲ ହୋଇଛନ୍ତି ଓଡ଼ିଶାର ଅର୍ଚ୍ଚନା ସୋରଙ୍ଗ । ଓଡିଶା ପାଇଁ ଗର୍ବ ଆଣିଛନ୍ତି ଅର୍ଚ୍ଚନା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ଯୁବ ପରାମର୍ଶଦାତା ଗ୍ରୁପରେ ଓଡ଼ିଆ ଝିଅ
ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ଯୁବ ପରାମର୍ଶଦାତା ଗ୍ରୁପରେ ଓଡ଼ିଆ ଝିଅ

ଭୁବନେଶ୍ବର: ଓଡିଶା ପାଇଁ ଗର୍ବ ଆଣିଛନ୍ତି ଆଉ ଜଣେ ଝିଅ । ଜାତିସଂଘର ଜଳବାୟୁ ସଂକ୍ରାନ୍ତରେ ଯୁବ ପରାମର୍ଶଦାତା ଗ୍ରୁପରେ ସାମିଲ ହୋଇଛନ୍ତି ଓଡ଼ିଶାର ଅର୍ଚ୍ଚନା ସୋରଙ୍ଗ ।

ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ଯୁବ ପରାମର୍ଶଦାତା ଗ୍ରୁପରେ ଓଡ଼ିଆ ଝିଅ
ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ଯୁବ ପରାମର୍ଶଦାତା ଗ୍ରୁପରେ ଓଡ଼ିଆ ଝିଅ
ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ଯୁବ ପରାମର୍ଶଦାତା ଗ୍ରୁପରେ ଓଡ଼ିଆ ଝିଅ
ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ଯୁବ ପରାମର୍ଶଦାତା ଗ୍ରୁପରେ ଓଡ଼ିଆ ଝିଅ

ଜଳବାୟୁ ପରିବର୍ତ୍ତନ ନେଇ ଜାତିସଙ୍ଘ ଯେଉଁ ଗ୍ରୁପ ଚୟନ କରିଛନ୍ତି ସେଥିରେ ମୋଟ 7 ଜଣ ସଭ୍ୟ ଅଛନ୍ତି । ଜଳବାୟୁ ପରିବର୍ତ୍ତନ କିପରି ପ୍ରତିହତ କରିହେବ ସେନେଇ ଏମାନେ ପ୍ରସ୍ତାବ ଦେବେ । ଭାରତ ତରଫରୁ ଏକମାତ୍ର ପ୍ରତିନିଧି ଭାବେ ଅର୍ଚ୍ଚନା ସାମିଲ ହୋଇଛନ୍ତି ।

ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ଯୁବ ପରାମର୍ଶଦାତା ଗ୍ରୁପରେ ଓଡ଼ିଆ ଝିଅ
ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ଯୁବ ପରାମର୍ଶଦାତା ଗ୍ରୁପରେ ଓଡ଼ିଆ ଝିଅ
ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ଯୁବ ପରାମର୍ଶଦାତା ଗ୍ରୁପରେ ଓଡ଼ିଆ ଝିଅ
ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ଯୁବ ପରାମର୍ଶଦାତା ଗ୍ରୁପରେ ଓଡ଼ିଆ ଝିଅ
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.