ETV Bharat / city

Vegetable Price: ରାଜ୍ୟର କେଉଁ ସହରରେ କେତେ ରହିଛି ପରିବା ଦର

author img

By

Published : Jun 28, 2022, 8:47 AM IST

Updated : Jun 28, 2022, 10:51 AM IST

ରାଜ୍ୟରେ ପ୍ରତିଦିନ ବଢୁଛି ପରିବା ଦର । ତେବେ ନଜର ପକାନ୍ତୁ ଓଡିଶାର ପ୍ରମୁଖ ସହରରେ କେଉଁଠି କେତେ ରହିଛି ପରିବା ଦର ।

ରାଜ୍ୟର କେଉଁ ସହରରେ କେତେ ରହିଛି ପରିବା ଦର
ରାଜ୍ୟର କେଉଁ ସହରରେ କେତେ ରହିଛି ପରିବା ଦର

ଭୁବନେଶ୍ବର: ବଢୁଛି ଖାଇବା ଜିନିଷ ଦର । ତେଲ ଲୁଣଠୁ ନେଇ ପରିବା ଦର ବଢିବାରେ ଲାଗିଛି । ହାଟକୁ ବ୍ୟାଗ ନେଇ ଗଲେ ପକେଟ ଖାଲି ହେଉଛି ହେଲେ ବ୍ୟାଗ ଭର୍ତ୍ତି ହେଉନାହିଁ । ଲେମ୍ବୁ ଗୋଟାକ 5 ଟଙ୍କା ହେବା ବେଳେ ଟମାଟୋ ଟେନସନ ଦେଉଛି । ଟମାଟୋ ବିନା ରୋଷେଇ କରିବାକୁ ଭାବି ନେଇଛନ୍ତି ଗୃହିଣୀ । ରାଜ୍ୟରେ ପ୍ରତିଦିନ ବଢୁଛି ପରିବା ଦର । ତେବେ ନଜର ପକାନ୍ତୁ ଓଡିଶାର ପ୍ରମୁଖ ସହରରେ କେଉଁଠି ରହିଛି କେତେ ପରିବା ଦର । ଭୁବନେଶ୍ବର, କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ଆଜିର ପରିବା ଦର ଜାଣନ୍ତୁ ।

ରାଜ୍ୟର କେଉଁ ସହରରେ କେତେ ରହିଛି ପରିବା ଦର
ରାଜ୍ୟର କେଉଁ ସହରରେ କେତେ ରହିଛି ପରିବା ଦର
ରାଜ୍ୟର କେଉଁ ସହରରେ କେତେ ରହିଛି ପରିବା ଦର
ରାଜ୍ୟର କେଉଁ ସହରରେ କେତେ ରହିଛି ପରିବା ଦର
Last Updated : Jun 28, 2022, 10:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.