ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ 762 କୋରୋନା ଆକ୍ରାନ୍ତ

author img

By

Published : Aug 31, 2021, 8:28 PM IST

ଆଜି ରାଜ୍ୟରୁ ସୁସ୍ଥ ହେଲେ 762 କୋରୋନା ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ 762 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 762 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 93 ହଜାର 235ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ମଙ୍ଗଳବାର) ରାଜ୍ୟରେ 762 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 327 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 9 ଲକ୍ଷ 93 ହଜାର 235 ଜଣ ସୁସ୍ଥ ହୋଇଛନ୍ତି ।

  • The total recovered cases of Odisha now stand at 993235

    — H & FW Dept Odisha (@HFWOdisha) August 31, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ 88, ପୁରୀରୁ 10, ଅନୁଗୋଳରୁ 15, ବଲାଙ୍ଗୀରରୁ 2, ବରଗଡ଼ରୁ 12, ଯାଜପୁରରୁ 32, କଳାହାଣ୍ଡିରୁ 7, ମୟୂରଭଞ୍ଜରୁ 22, ରାୟଗଡ଼ାରୁ 6, ଗଞ୍ଜାମରୁ 3, କେନ୍ଦୁଝରରୁ 17, ନୟାଗଡ଼ରୁ 14, ଜଗତସିଂହପୁରରୁ 26, କୋରାପୁଟରୁ 2, ବାଲେଶ୍ବରରୁ 46, ଭଦ୍ରକରୁ 12, କେନ୍ଦ୍ରାପଡ଼ାରୁ 3, ଦେବଗଡ଼ରୁ 10, ସୁନ୍ଦରଗଡରୁ 12, କନ୍ଧମାଳରୁ 3, ମାଲକାନଗିରିରୁ 2 ଓ ଷ୍ଟେଟ୍‌ ପୁଲ୍‌ରୁ 59 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • Another 762 Covid patients have recovered and are being discharged on 31.08.2021

    327 from Khordha
    88 from Cuttack
    46 from Baleswar
    32 from Jajapur
    26 from Jagatsinghpur
    22 from Mayurbhanj
    18 from Sambalpur
    17 from Keonjhar
    15 from Anugul
    14 from Nayagarh
    12 from Bargarh

    — H & FW Dept Odisha (@HFWOdisha) August 31, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.