ETV Bharat / city

24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 653 କୋରୋନା ଆକ୍ରାନ୍ତ

author img

By

Published : Sep 27, 2021, 7:51 PM IST

24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 653 କୋରୋନା ଆକ୍ରାନ୍ତ
24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 653 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 653 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 11ହଜାର 482ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ସୋମବାର) ରାଜ୍ୟରେ 653 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 320 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 11 ହଜାର 482 ଜଣ ସୁସ୍ଥ ହୋଇଛନ୍ତି ।

  • 6 from Anugul
    6 from Bhadrak
    5 from Dhenkanal
    5 from Nayagarh
    4 from Ganjam
    3 from Sundargarh
    2 from Kalahandi
    2 from Keonjhar
    2 from Malkangiri
    2 from Sonepur
    1 from Boudh
    1 from Deogarh
    1 from Koraput
    1 from Rayagada
    76 from State Pool

    — H & FW Dept Odisha (@HFWOdisha) September 27, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୭୧, ପୁରୀରୁ ୭, ଅନୁଗୋଳରୁ ୬, କେନ୍ଦ୍ରାପଡାରୁ ୭, ସୁବର୍ଣ୍ଣପୁରରୁ ୨,ବାଲେଶ୍ବରରୁ ୨୨, ଯାଜପୁରରୁ ୩୯, ମୟୂରଭଞ୍ଜରୁ ୧୮, ରାୟଗଡ଼ାରୁ ୧, ଗଞ୍ଜାମରୁ ୪, କେନ୍ଦୁଝରରୁ ୨, ନୟାଗଡ଼ରୁ ୫, କୋରାପୁଟରୁ ୧, ଝାରସୁଗୁଡାରୁ ୧୦, ଭଦ୍ରକରୁ ୬, ଦେବଗଡ଼ରୁ ୧, ସୁନ୍ଦରଗଡରୁ ୩, ସମ୍ବଲପୁରରୁ ୯, ମାଲକାନଗିରିରୁ ୨ ଓ ଷ୍ଟେଟ୍‌ ପୁଲ୍‌ରୁ ୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • The total recovered cases of Odisha now stand at 1011482

    — H & FW Dept Odisha (@HFWOdisha) September 27, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.