ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ 646 କୋରୋନା ଆକ୍ରାନ୍ତ

author img

By

Published : Sep 26, 2021, 7:46 PM IST

ଆଜି ରାଜ୍ୟରୁ ସୁସ୍ଥ ହେଲେ 646 କୋରୋନା ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ 646 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 646 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 10 ହଜାର 829ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ରବିବାର) ରାଜ୍ୟରେ 646 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 209 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 10 ହଜାର 829 ଜଣ ସୁସ୍ଥ ହୋଇଛନ୍ତି ।

  • Another 646 Covid patients have recovered and are being discharged on 26.09.2021

    287 from Khordha
    103 from Cuttack
    23 from Jagatsinghpur
    23 from Sundargarh
    19 from Jajapur
    18 from Mayurbhanj
    18 from Puri
    17 from Baleswar
    15 from Sambalpur
    10 from Dhenkanal
    10 from Kendrapara

    — H & FW Dept Odisha (@HFWOdisha) September 26, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୧୦୩, ପୁରୀରୁ ୧୮, ବରଗଡ଼ରୁ ୭, ଯାଜପୁରରୁ ୧୯, ମୟୂରଭଞ୍ଜରୁ ୧୮, ରାୟଗଡ଼ାରୁ ୧୦, ଗଞ୍ଜାମରୁ ୬, ଢେଙ୍କାନାଳରୁ ୧୦, କେନ୍ଦୁଝରରୁ ୧, ନୟାଗଡ଼ରୁ ୩, ଜଗତସିଂହପୁରରୁ ୨୩,କେନ୍ଦ୍ରାପଡାରୁ ୧୦, ଝାରସୁଗୁଡାରୁ ୨, ସମ୍ବଲପୁରରୁ ୧୫, ବାଲେଶ୍ବରରୁ ୧୭, ଭଦ୍ରକରୁ ୨, ଦେବଗଡ଼ରୁ ୨, ସୁନ୍ଦରଗଡରୁ ୨୩ ଓ ଷ୍ଟେଟ୍‌ ପୁଲ୍‌ରୁ ୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • 10 from Rayagada
    7 from Bargarh
    6 from Ganjam
    3 from Anugul
    3 from Nayagarh
    2 from Bhadrak
    2 from Deogarh
    2 from Jharsuguda
    1 from Bolangir
    1 from Keonjhar
    66 from State Pool

    The total recovered cases of Odisha now stand at 1010829

    — H & FW Dept Odisha (@HFWOdisha) September 26, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.