ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 618 କୋରାେନା ଆକ୍ରାନ୍ତ

author img

By

Published : Oct 19, 2021, 4:59 PM IST

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 618 କୋରାେନା ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 618 କୋରାେନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 618 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 23 ହଜାର 398ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ମଙ୍ଗଳବାର) ରାଜ୍ୟରେ 618 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାର 327 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 23 ହଜାର 398 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • Another 618 Covid patients have recovered and are being discharged on 19.10.2021

    327 from Khordha
    46 from Cuttack
    33 from Baleswar
    17 from Mayurbhanj
    15 from Sundargarh
    12 from Puri
    11 from Kendrapara
    11 from Sambalpur
    10 from Jajapur
    7 from Jagatsinghpur
    7 from Nayagarh

    — H & FW Dept Odisha (@HFWOdisha) October 19, 2021 " class="align-text-top noRightClick twitterSection" data=" ">


ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୪୬, ପୁରୀରୁ ୧୨, ଯାଜପୁରରୁ ୧୦, ମୟୂରଭଞ୍ଜରୁ ୧୭, ଗଞ୍ଜାମରୁ ୨, କେନ୍ଦୁଝରରୁ ୨, ନୟାଗଡ଼ରୁ ୭, ଜଗତସିଂହପୁରରୁ ୭, ଝାରସୁଗୁଡାରୁ ୪, ସମ୍ବଲପୁରରୁ ୧୧, କୋରାପୁଟରୁ ୧, ନୂଆପଡାରୁ ୬, ବାଲେଶ୍ବରରୁ ୩୩, ଭଦ୍ରକରୁ ୬, ସୁନ୍ଦରଗଡରୁ ୧୫, ବଲାଙ୍ଗୀରରୁ ୬, ବରଗଡରୁ ୩, ଗଜପତିରୁ ୨, ରାୟଗଡାରୁ ୨, କଳାହାଣ୍ଡିରୁ ୧, ମାଲକାନଗିରିରୁ ୧, ସୋନପୁରରୁ ୧ ଓ ଷ୍ଟେଟପୁଲରୁ ୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • 73 from State Pool

    The total recovered cases of Odisha now stand at 1023398

    — H & FW Dept Odisha (@HFWOdisha) October 19, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.