ETV Bharat / city

୨୪ ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ 606 କୋରୋନା ଆକ୍ରାନ୍ତ

author img

By

Published : Oct 3, 2021, 7:32 PM IST

୨୪ ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ 606 କୋରୋନା ଆକ୍ରାନ୍ତ
୨୪ ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ 606 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 606 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 15 ହଜାର 18ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ରବିବାର) ରାଜ୍ୟରେ ୬୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 249 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 15 ହଜାର 18ଜଣ ସୁସ୍ଥ ହୋଇଛନ୍ତି ।

  • The total recovered cases of Odisha now stand at 1015018

    — H & FW Dept Odisha (@HFWOdisha) October 3, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୮୫, ପୁରୀରୁ ୧୩, ବଲାଙ୍ଗୀରରୁ ୨, ଯାଜପୁରରୁ ୧୬, ମୟୂରଭଞ୍ଜରୁ ୧୯, ରାୟଗଡ଼ାରୁ ୯, ଗଞ୍ଜାମରୁ ୩, ଢେଙ୍କାନାଳରୁ ୯, କେନ୍ଦୁଝରରୁ ୬, ନୟାଗଡ଼ରୁ ୭, ଜଗତସିଂହପୁରରୁ ୨୮, ଝାରସୁଗୁଡାରୁ ୭, ସମ୍ବଲପୁରରୁ ୧୯, ଦେବଗଡରୁ ୩, କୋରାପୁଟରୁ ୨, ବାଲେଶ୍ବରରୁ ୩୪, ଭଦ୍ରକରୁ ୭, ସୁନ୍ଦରଗଡରୁ ୪, କଳାହାଣ୍ଡିରୁ ୧ ନୂଆପଡାରୁ ୧, ସୋନପୁରରୁ ୧ ଓ ଷ୍ଟେଟ୍‌ ପୁଲ୍‌ରୁ ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • Another 606 Covid patients have recovered and are being discharged on 03.10.2021

    249 from Khordha
    85 from Cuttack
    34 from Baleswar
    28 from Jagatsinghpur
    19 from Mayurbhanj
    19 from Sambalpur
    16 from Jajapur
    13 from Puri
    11 from Kendrapara
    9 from Dhenkanal
    9 from Rayagada

    — H & FW Dept Odisha (@HFWOdisha) October 3, 2021 " class="align-text-top noRightClick twitterSection" data=" ">


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.