ETV Bharat / city

STATE CORONA: ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 535 କୋରାେନା ଆକ୍ରାନ୍ତ

author img

By

Published : Oct 15, 2021, 7:53 PM IST

STATE CORONA: ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 535 କୋରାେନା ଆକ୍ରାନ୍ତ
STATE CORONA: ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 535 କୋରାେନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 535 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 21 ହଜାର 180 ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ଶୁକ୍ରବାର) ରାଜ୍ୟରେ 535 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାର 283 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 21 ହଜାର 180 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • Another 535 Covid patients have recovered and are being discharged on 15.10.2021

    283 from Khordha
    48 from Cuttack
    22 from Mayurbhanj
    20 from Jagatsinghpur
    20 from Puri
    16 from Baleswar
    14 from Jajapur
    8 from Sambalpur
    8 from Sundargarh
    7 from Kendrapara
    7 from Nayagarh

    — H & FW Dept Odisha (@HFWOdisha) October 15, 2021 " class="align-text-top noRightClick twitterSection" data=" ">


ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୪୮, ପୁରୀରୁ ୨୦, ଦେବଗଡରୁ ୨, ସମ୍ବଲପୁରରୁ ୮, ଯାଜପୁରରୁ ୧୪, ମୟୂରଭଞ୍ଜରୁ ୨୨, ଗଞ୍ଜାମରୁ ୩, ନୟାଗଡ଼ରୁ ୭, କେନ୍ଦ୍ରାପଡାରୁ ୭, ସୁନ୍ଦରଗଡରୁ ୮, ଜଗତସିଂହପୁରରୁ ୨୦, କୋରାପୁଟରୁ ୧, ବାଲେଶ୍ବରରୁ ୧୬, କେନ୍ଦୁଝରରୁ ୧, ବାଲେଶ୍ବରରୁ ୧୬, କଳାହାଣ୍ଡିରୁ ୫, କନ୍ଧମାଳରୁ ୧, ନୂଆପଡାରୁ ୧ ଓ ଷ୍ଟେଟ୍‌ ପୁଲ୍‌ରୁ ୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

  • 5 from Kalahandi
    3 from Ganjam
    2 from Deogarh
    1 from Bargarh
    1 from Jharsuguda
    1 from Kandhamal
    1 from Keonjhar
    1 from Koraput
    1 from Nuapada
    1 from Sonepur
    65 from State Pool

    The total recovered cases of Odisha now stand at 1021180

    — H & FW Dept Odisha (@HFWOdisha) October 15, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.