ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ 494 କୋରୋନା ଆକ୍ରାନ୍ତ

author img

By

Published : Sep 24, 2021, 6:46 PM IST

ଆଜି ରାଜ୍ୟରୁ ସୁସ୍ଥ ହେଲେ 494 କୋରୋନା ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ 494 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 494 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 9ହଜାର 582ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ଶୁକ୍ରବାର) ରାଜ୍ୟରେ 494 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 209 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 9ହଜାର 582 ଜଣ ସୁସ୍ଥ ହୋଇଛନ୍ତି ।

  • Another 494 Covid patients have recovered and are being discharged on 24.09.2021

    209 from Khordha
    83 from Cuttack
    18 from Baleswar
    18 from Jagatsinghpur
    18 from Jajapur
    18 from Puri
    10 from Nayagarh
    9 from Bhadrak
    9 from Kendrapara
    8 from Sundargarh
    7 from Mayurbhanj

    — H & FW Dept Odisha (@HFWOdisha) September 24, 2021 " class="align-text-top noRightClick twitterSection" data=" ">


ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୮୩, ପୁରୀରୁ ୧୮, ବରଗଡ଼ରୁ ୪, ଯାଜପୁରରୁ ୧୮, ମୟୂରଭଞ୍ଜରୁ ୭, ରାୟଗଡ଼ାରୁ ୭, ଗଞ୍ଜାମରୁ ୫, ଢେଙ୍କାନାଳରୁ ୪, କେନ୍ଦୁଝରରୁ ୧, ନୟାଗଡ଼ରୁ ୧୦, ଜଗତସିଂହପୁରରୁ ୧୮, ଝାରସୁଗୁଡାରୁ ୬, ସମ୍ବଲପୁରରୁ ୬, କୋରାପୁଟରୁ ୪, ବାଲେଶ୍ବରରୁ ୧୮, ଭଦ୍ରକରୁ ୯, ଦେବଗଡ଼ରୁ ୧, ସୁନ୍ଦରଗଡରୁ ୮, କଳାହାଣ୍ଡିରୁ ୧, ମାଲକାନଗିରିରୁ ୧ ଓ ଷ୍ଟେଟ୍‌ ପୁଲ୍‌ରୁ ୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • 7 from Rayagada
    6 from Jharsuguda
    6 from Sambalpur
    5 from Ganjam
    4 from Bargarh
    4 from Dhenkanal
    4 from Koraput
    1 from Deogarh
    1 from Kalahandi
    1 from Keonjhar
    1 from Malkangiri
    47 from State Pool

    The total recovered cases of Odisha now stand at 1009582

    — H & FW Dept Odisha (@HFWOdisha) September 24, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.