ETV Bharat / city

୨୪ ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ 467 କୋରୋନା ଆକ୍ରାନ୍ତ

author img

By

Published : Sep 29, 2021, 8:11 PM IST

୨୪ ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ 467 କୋରୋନା ଆକ୍ରାନ୍ତ
୨୪ ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ 467 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 467 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 12 ହଜାର 583ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ବୁଧବାର) ରାଜ୍ୟରେ 467 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 193 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 12 ହଜାର 583ଜଣ ସୁସ୍ଥ ହୋଇଛନ୍ତି ।

  • Another 467 Covid patients have recovered and are being discharged on 29.09.2021

    193 from Khordha
    44 from Cuttack
    29 from Jagatsinghpur
    28 from Baleswar
    22 from Jajapur
    14 from Anugul
    13 from Mayurbhanj
    13 from Puri
    12 from Bhadrak
    10 from Gajapati
    7 from Sambalpur
    6 from Ganjam

    — H & FW Dept Odisha (@HFWOdisha) September 29, 2021 " class="align-text-top noRightClick twitterSection" data=" ">


ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୪୪, ପୁରୀରୁ ୧୦, ଯାଜପୁରରୁ ୨୨, ମୟୂରଭଞ୍ଜରୁ ୧୩, ରାୟଗଡ଼ାରୁ ୫, ଗଞ୍ଜାମରୁ ୬, ଢେଙ୍କାନାଳରୁ ୩, କେନ୍ଦୁଝରରୁ ୧,ଗଜପତିରୁ ୧୦, ନୟାଗଡ଼ରୁ ୧, ଜଗତସିଂହପୁରରୁ ୨୯, ଝାରସୁଗୁଡାରୁ ୩, ସମ୍ବଲପୁରରୁ ୭, କୋରାପୁଟରୁ ୨, ବାଲେଶ୍ବରରୁ ୨୮,କନ୍ଧମାଳରୁ ୪, ଭଦ୍ରକରୁ ୧୨,ନବରଙ୍ଗପୁରରୁ ୧, ସୁନ୍ଦରଗଡରୁ ୨, କଳାହାଣ୍ଡିରୁ ୧ ଓ ଷ୍ଟେଟ୍‌ ପୁଲ୍‌ରୁ ୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • 6 from Kendrapara
    5 from Rayagada
    4 from Kandhamal
    3 from Dhenkanal
    3 from Jharsuguda
    2 from Koraput
    2 from Sundargarh
    1 from Kalahandi
    1 from Keonjhar
    1 from Nabarangpur
    1 from Nayagarh
    47 from State Pool

    The total recovered cases of Odisha now stand at 1012583

    — H & FW Dept Odisha (@HFWOdisha) September 29, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.