ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 334 କୋରାେନା ଆକ୍ରାନ୍ତ

author img

By

Published : Oct 27, 2021, 8:48 PM IST

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 334 କୋରାେନା ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 334 କୋରାେନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 334 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 27 ହଜାର 108ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ବୁଧବାର) ରାଜ୍ୟରେ 334 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାର 159 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 27 ହଜାର 108 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • Another 334 Covid patients have recovered and are being discharged on 27.10.2021

    159 from Khordha
    39 from Cuttack
    16 from Sambalpur
    15 from Mayurbhanj
    14 from Baleswar
    12 from Puri
    9 from Jajapur
    6 from Bargarh
    5 from Bhadrak
    5 from Jagatsinghpur
    4 from Anugul
    4 from Kendrapara

    — H & FW Dept Odisha (@HFWOdisha) October 27, 2021 " class="align-text-top noRightClick twitterSection" data=" ">


ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୩୯, ପୁରୀରୁ ୧୨, ଯାଜପୁରରୁ ୯, ମୟୂରଭଞ୍ଜରୁ ୧୫, ଗଞ୍ଜାମରୁ ୨, ଜଗତସିଂହପୁରରୁ ୫, କୋରାପୁଟରୁ ୩, ସୁନ୍ଦରଗଡରୁ ୨, ବରଗଡରୁ ୬, ଗଜପତିରୁ ୧, ଦେବଗଡରୁ ୨ ୩ ଓ ଷ୍ଟେଟପୁଲରୁ ୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • 3 from Koraput
    2 from Deogarh
    2 from Ganjam
    2 from Sundargarh
    1 from Gajapati
    36 from State Pool

    The total recovered cases of Odisha now stand at 1027108

    — H & FW Dept Odisha (@HFWOdisha) October 27, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.