ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ 309 କୋରୋନା ଆକ୍ରାନ୍ତ

author img

By

Published : Nov 13, 2021, 7:56 PM IST

ଆଜି ରାଜ୍ୟରୁ ସୁସ୍ଥ ହେଲେ 309 କୋରୋନା ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ 309 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 309 କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 34ହଜାର 300ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ଶନିବାର) ରାଜ୍ୟରେ 309 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 181 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 34ହଜାର 300ଜଣ ସୁସ୍ଥ ହୋଇଛନ୍ତି ।

  • Another 309 Covid patients have recovered and are being discharged on 13.11.2021

    181 from Khordha
    19 from Cuttack
    15 from Jajapur
    8 from Sambalpur
    7 from Gajapati
    5 from Baleswar
    5 from Jagatsinghpur
    5 from Rayagada
    4 from Jharsuguda
    4 from Kendrapara
    3 from Sonepur

    — H & FW Dept Odisha (@HFWOdisha) November 13, 2021 " class="align-text-top noRightClick twitterSection" data=" ">


ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୧୯, ପୁରୀରୁ ୧, ଯାଜପୁରରୁ ୧୫, ମୟୂରଭଞ୍ଜରୁ ୨, ଗଞ୍ଜାମରୁ ୧, ଜଗତସିଂହପୁରରୁ ୫, ଗଜପତିରୁ ୭, ସମ୍ବଲପୁରରୁ ୮, ସୋନପୁରରୁ ୩, କେନ୍ଦ୍ରାପଡାରୁ ୪, ବାଲେଶ୍ବରରୁ ୫, ଝାରସୁଗୁଡାରୁ ୪, ସୁନ୍ଦରଗଡରୁ ୩, ରାୟଗଡାରୁ ୫ ଓ ଷ୍ଟେଟପୁଲରୁ ୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • 3 from Sundargarh
    2 from Deogarh
    2 from Mayurbhanj
    1 from Ganjam
    1 from Puri
    44 from State Pool

    The total recovered cases of Odisha now stand at 1034300

    — H & FW Dept Odisha (@HFWOdisha) November 13, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.