ETV Bharat / city

Mamita Murder Case: ଆଜି ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା

author img

By

Published : Dec 9, 2021, 11:35 AM IST

Updated : Dec 9, 2021, 12:15 PM IST

ମମିତା ହତ୍ୟା ଘଟଣାକୁ ଆଜି ବିଧାନସଭା ଘେରାଉ କରିବ BJP Yuba Morcha
ମମିତା ହତ୍ୟା ଘଟଣାକୁ ଆଜି ବିଧାନସଭା ଘେରାଉ କରିବ BJP Yuba Morcha

ମମିତା ମେହେର ହତ୍ୟାକାଣ୍ଡ( Mamita murder case) ଘଟଣାକୁ ନେଇ ଆଜି ବିଧାନସଭା ଘେରାଉ କରିବ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ( BJP Yuba morcha Gherao Assembly ) । ଅଧିକ ପଢନ୍ତୁ

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ( Mamita murder case) ଘଟଣାକୁ ନେଇ ଆଜି ବିଧାନସଭା ଘେରାଉ କରିବ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ( BJP Yuba Morcha Gherao Assembly )। ମମିତା ମେହେର ହତ୍ୟା ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି କରି ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ଆଜି ବିଧାନସଭା ଘେରାଉ କରିବ । ରାମ ମନ୍ଦିରରୁ ଏକ ରାଲି ବାହାରି ବିଧାନସଭା ପର୍ଯ୍ୟନ୍ତ ଯିବା ନେଇ ସୂଚନା ମିଳିଛି ।

Mamita Murder Case: ଆଜି ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated :Dec 9, 2021, 12:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.