ETV Bharat / city

ଉତ୍ସବ ମୁଖର ରେଶମ ସହର ବ୍ରହ୍ମପୁର, ଚାଲିଛି ମା'ଙ୍କ ମହାସପ୍ତମୀ ପୂଜା

author img

By

Published : Oct 23, 2020, 7:53 AM IST

Updated : Oct 23, 2020, 11:00 AM IST

କୋଭିଡ କଟକଣା ମଧ୍ୟରେ ଚାଲିଛି ମାଆ ଜଗତ ଜନନୀଙ୍କ ମହାସପ୍ତମୀ ପୂଜା । ପ୍ରଶାସନର କୋରୋନା ନିୟମ ମଧ୍ୟରେ ଚାଲିଛି ଏହି ପୂଜାର୍ଚ୍ଚନା । ସହରର ଟାଟାବେଞ୍ଜ ଛକ ପୁଜା କମିଟି ପକ୍ଷରୁ ଚଳିତ ବର୍ଷ କେବଳ ପରମ୍ପରାକୁ ନେଇ ଜାରି ରଖିଛନ୍ତି ମାଆଙ୍କ ପୂଜା । ଅଧିକ ଖବର ପଢନ୍ତୁ...

ଉତ୍ସବ ମୁଖର ରେଶମ ସହର ବ୍ରହ୍ମପୁର, ଚାଲିଛି ମା'ଙ୍କ ମହାସପ୍ତମୀ ପୂଜା
ଉତ୍ସବ ମୁଖର ରେଶମ ସହର ବ୍ରହ୍ମପୁର, ଚାଲିଛି ମା'ଙ୍କ ମହାସପ୍ତମୀ ପୂଜା

ବ୍ରହ୍ମପୁର: ଶାରଦୀୟ ପୂଜାକୁ ନେଇ ଉତ୍ସବ ମୁଖର ରେଶମ ସହର ବ୍ରହ୍ମପୁର । ଏହି ଅବସରରେ କୋଭିଡ କଟକଣା ମଧ୍ୟରେ ଚାଲିଛି ମା' ଜଗତ ଜନନୀଙ୍କ ମହାସପ୍ତମୀ ପୂଜା । ପ୍ରଶାସନର କୋରୋନା ନିୟମ ମଧ୍ୟରେ ଚାଲିଛି ଏହି ପୂଜାର୍ଚ୍ଚନା । ସହରର ଟାଟାବେଞ୍ଜ ଛକ ପୁଜା କମିଟି ପକ୍ଷରୁ ଚଳିତ ବର୍ଷ କେବଳ ପରମ୍ପରାକୁ ନେଇ ଜାରି ରଖିଛନ୍ତି ମା'ଙ୍କ ପୂଜା ।

ଉତ୍ସବ ମୁଖର ରେଶମ ସହର ବ୍ରହ୍ମପୁର, ଚାଲିଛି ମା'ଙ୍କ ମହାସପ୍ତମୀ ପୂଜା

ସୂର୍ଯ୍ୟ ପୂଜା ଠାରୁ ଆରମ୍ଭ କରି ମଧ୍ୟ ରାତ୍ର ପର୍ଯ୍ୟନ୍ତ ମାଆଙ୍କ ପୂଜା ଜାରି ରହିଥିବା ବେଳେ କମିଟି ପକ୍ଷରୁ କିଭଳି ବିଶ୍ବରେ କୋରୋନା ହଟିବ ସେନେଇ ମା'ଙ୍କ ନିକଟରେ ପ୍ରାର୍ଥନା କରାଯାଇଛି । ଏହି ଅବସରରେ କିଭଳି ଚାଲିଛି ପୁର୍ଜାର୍ଚ୍ଚନା ସେନେଇ ପୂଜା କମିଟି ନିକଟରେ ଅଧିକ ଆଲୋଚନା କରିଥିଲେ ଆମ ସମ୍ବାଦଦାତା। ଦେଖନ୍ତୁ ଏହି ରିପୋର୍ଟ...

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Oct 23, 2020, 11:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.