ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 7, 2022, 7:18 PM IST

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.UK PM Boris Johnson Resigns: ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ

ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ମନ୍ତ୍ରୀମଣ୍ଡଳରେ ବିଦ୍ରୋହ ପରେ ପଦ ଛାଡିଛନ୍ତି ଜନସନ ।

2.ବିଜେପି ଆଡକୁ ଢଳୁଛନ୍ତି କି ପ୍ରଦୀପ ? ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଲେ ଭୂୟସୀ ପ୍ରଶଂସା

ବିଜେପି ପ୍ରତି ଢଳୁଛନ୍ତି କି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ?

3.୧୫୦ ଫୁଟ୍ ଖାଇକୁ ଖସିଲା ବସ୍, ଅନେକ ମୃତାହତ ଆଶଙ୍କା

ଜାମ୍ମୁ-କାଶ୍ମୀର ଉଧମପୁରରେ ୧୫୦ ଫୁଟ ଗଭୀର ଖାଇକୁ ଖସିଲା ବସ୍ ।

4.Sri Lanka Violence: କ୍ରେଡିଟ ମୋଡରେ ଇନ୍ଧନ ଯୋଗାଣ ପାଇଁ ପୁଟିନଙ୍କୁ ନିବେଦନ କଲେ ଶ୍ରୀଲଙ୍କା ରାଷ୍ଟ୍ରପତି

ଶ୍ରୀଲଙ୍କାରେ ଜାରି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକସେ ।

5.4 ପାକିସ୍ତାନୀ ମତ୍ସ୍ୟଜୀବୀ ଗିରଫ, ୧୦ ବୋଟ ଜବତ

ପୁଣି ଭାରତୀୟ ସୀମାରେ ପାକିସ୍ତାନ ବୋଟ । 10 ବୋଟ ଜବତ ସହ 4 ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା BSF ।

6.ମୁଁ ବ୍ୟକ୍ତିଗତ ଭାବେ ଦ୍ରୌପଦୀଙ୍କୁ ଭେଟିବି: ମକରନ୍ଦ ମୁଦୁଲି

ଆସନ୍ତାକାଲି ଓଡିଶା ଆସୁଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ । ଚାଲିଛି ଭବ୍ୟ ସ୍ଵାଗତର ଆୟୋଜନ ।

7.ମାଟ୍ରିକ ଫଳାଫଳକୁ ନେଇ ଚର୍ଚ୍ଚା, ପିଲାଙ୍କ ଭବିଷ୍ୟତରେ ପଡିବ ପ୍ରଭାବ କହିଲେ ବୋର୍ଡ ଅଧିକାରୀ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇ ସାରିଛି । 90. 79 ପ୍ରତିଶତ ରେଜଲ୍ଟ ହୋଇଛି ।

8.ଡ୍ରଗ୍ସ ନେଲା ଜୀବନ, ଆଖି ବୁଝିଲେ 25 ବର୍ଷୀୟ ମେକଅପ୍ ଆର୍ଟିଷ୍ଟ

ବରନାଲାର ଧନୋଲା ସହରର ଜଣେ 25 ବର୍ଷୀୟ ମେକଅପ୍ ଆର୍ଟିଷ୍ଟଙ୍କର ଡ୍ରଗ୍ ସେବନ ହେତୁ ମୃତ୍ୟୁ ଘଟିଛି।

9.ଜବରା ଫ୍ୟାନ, ଧୋନିଙ୍କ ବାସଭବନ ନିକଟରେ ବିତାଇଲେଣି ୮ବର୍ଷ

କ୍ୟାପ୍ଟେନ କୁଲ୍, ବେଷ୍ଟ ଫିନିସର ତଥା ବେଷ୍ଟ ୱିକେଟ କିପର ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କର ତ କୋଟି କୋଟି ଫ୍ୟାନ ବା ପ୍ରଶଂସକ ।

10.Glimpes of Bhagwant Mann and Gurpreet Kaur: ପଞ୍ଜାବୀ ବାହାଘରର ଆକର୍ଷଣୀୟ ଝଲକ୍, ଦେଖନ୍ତୁ ଫଟୋ

ବିବାହ ବନ୍ଧନରେ ବାନ୍ଧି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.