ETV Bharat / bharat

Padma Awards 2023: 106 ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର, ଓଡିଶାରୁ 4ଜଣଙ୍କୁ ପଦ୍ମଶ୍ରୀ

author img

By

Published : Jan 25, 2023, 10:01 PM IST

Updated : Jan 25, 2023, 11:07 PM IST

Padma Awards 2023
Padma Awards 2023

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହେଲା ସମ୍ମାନଜନକ ପଦ୍ମ ପୁରସ୍କାର । 106 ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର । ତାଲିକାରେ 6ଟି ପଦ୍ମବିଭୂଷଣ, 9 ପଦ୍ମଭୂଷଣ ଏବଂ 91 ପଦ୍ମଶ୍ରୀ ପୁରସ୍କାର । ଅଧିକ ପଢନ୍ତୁ

ହାଇଦ୍ରାବାଦ: 74ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ସମ୍ମାନଜନକ ପଦ୍ମ ପୁରସ୍କାର । ବର୍ଷ 2023 ପାଇଁ ମୋଟ 106 ପଦ୍ମ ପୁରସ୍କାରକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ଏହି ତାଲିକାରେ 6ଟି ପଦ୍ମବିଭୂଷଣ, 9 ପଦ୍ମଭୂଷଣ ଏବଂ 91ପଦ୍ମଶ୍ରୀ ପୁରସ୍କାର ରହିଛି । ତାଲିକାରେ 19ଜଣ ମହିଳା ପଦ୍ମ ବିଜେତା ଥିବା ବେଳେ ଦୁଇ ଜଣ ବିଦେଶୀ / NRI / PIO / OCI ବର୍ଗର ଏହି ସମ୍ମାନରେ ସମ୍ମାନୀତ ହେବାକୁ ଯାଉଛନ୍ତି । ସେହପରି 7 ଜଣ ଦିବଙ୍ଗତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମରୋଣତ୍ତର ଭାବେ ପଦ୍ମ ସମ୍ମାନରେ ସମ୍ମାନୀତ କରାଯିବ ।

Padma Awards 2023
Padma Awards 2023
Padma Awards 2023
Padma Awards 2023
Padma Awards 2023
Padma Awards 2023
Padma Awards 2023
Padma Awards 2023

ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ତଥା ଓଆରଏସ୍ (ଓରାଲ୍ ରିହାଇଡ୍ରେସନ୍ ସଲ୍ୟୁସନ୍) ବ୍ୟବହାରକୁ ବିଶ୍ବବ୍ୟାପୀ ପ୍ରସାରୀ କରାଇଥିବା ଦିବଙ୍ଗତ ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡାକ୍ତର ଦିଲୀପ ମହଲାନାବିସଙ୍କୁ ମରୋଣତ୍ତର ଭାବେ ପଦ୍ମ ବିଭୁଷଣରେ ସମ୍ମାନୀତ କରାଯିବ । ସେହିପରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଅନ୍ୟ 106 ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନଜନକ ପଦ୍ମ ବର୍ଗର ତିନି ଭିନ୍ନ ଭିନ୍ନ ପୁରସ୍କାରରେ ସମ୍ମାନିତ କରିବା ପାଇଁ ଘୋଷଣା କରାଯାଇଛି ।

  • For 2023, the President has approved conferment of 106 Padma Awards incl 3 duo cases. The list comprises 6 Padma Vibhushan, 9 Padma Bhushan & 91 Padma Shri. 19 awardees are women & the list also includes 2 persons from category of Foreigners/NRI/PIO/OCI and 7 Posthumous awardees pic.twitter.com/Gl4t6NGSzs

    — ANI (@ANI) January 25, 2023 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 25, 2023, 11:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.