ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Nov 10, 2022, 7:07 AM IST

Updated : Nov 10, 2022, 8:01 AM IST

ଦେଶ ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକ ରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

  • ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
  • ଆଜି ମାଣ୍ଡିଆ ଦିବସ ।
  • ବସ୍ତିବାସୀଙ୍କୁ ଭୂମି ଅଧିକାର, ଡ୍ରୋନ ସର୍ଭେର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।
  • ଆଜି ଭାରତ ଆସିବେ ଆମେରିକା ଟ୍ରେଜେରି ସଚିବ ।
  • ଆଜି ସଞ୍ଜୟ ରାଉତଙ୍କୁ ଜାମିନ ବିରୋଧରେ ଶୁଣାଣି ।
  • ଆଜି ଆଜମ ଖାନଙ୍କ ଆବେଦନର ଶୁଣାଣି ।
  • ଆଜି ଭାରତ-ଇଂଲଣ୍ଡ ଦ୍ବିତୀୟ ସେମି ଫାଇନାଲ ।
  • ଆଜି ବିଶ୍ବ ପ୍ରତିଷେଧକ ଦିବସ ।
  • ଆଜି ବିଶ୍ବ ବିଜ୍ଞାନ ଦିବସ ।
Last Updated : Nov 10, 2022, 8:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.