ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Nov 3, 2022, 7:00 AM IST

Updated : Nov 3, 2022, 7:09 AM IST

ଦେଶ ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକ ରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

ଆଜିର ବଡ ଖବର
  • ଆଜି ଧାମନଗର ଭୋଟ
  • ଆଜି 6 ରାଜ୍ୟରେ ଉପନିର୍ବାଚନ
  • ଆଜି ଅଭିଯୋଗ ପରିଚାଳନା ବ୍ୟବସ୍ଥା ପୋର୍ଟାଲର ଶୁଭାରମ୍ଭ କରିବେ ମୋଦି
  • ଆଜିଠୁ ମହାପଞ୍ଚୁକ
  • ଆଜି ଇଡିରେ ହାଜର ହେବେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ
  • ଆଜି ସ୍ବତନ୍ତ୍ର ପରିମଳ କର୍ପୋରେସନ ବୈଠକ
  • ଆଜିଠୁ ବାଜି ରାଉତ ଜାତୀୟ ଫୁଟବଲ କପ
  • ମୁଦ୍ରାସ୍ପୀତି ନିୟନ୍ତ୍ରଣରେ ବିଫଳ: ଆଜି କେନ୍ଦ୍ରକୁ ରିପୋର୍ଟ ଦେବ RBI
  • ଆଜି ଜାତୀୟ ଗୃହିଣୀ ଦିବସ
  • T-20WC: ଆଜି ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମୁକାବିଲା
Last Updated : Nov 3, 2022, 7:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.